୨୦୩୫ସୁଦ୍ଧା ଦେଶରେ ଯୁବକଙ୍କ ସଂଖ୍ୟା କମିବ-ବୁଢ଼ାଙ୍କ ସଂଖ୍ୟା ବଢ଼ିବ

ଆଉମାତ୍ର ୧୫ ବର୍ଷ ପରେ ଯୁବକଙ୍କ ଦେଶ କୁହାଯାଉଥିବା ଭାରତ ବୟସ୍କଙ୍କ ଦେଶରେ ପରିଣତ ହେବ। ବର୍ତ୍ତମାନ ଦେଶରେ ଥିବା ଲୋକମାନଙ୍କ ମଧ୍ୟରୁ ୬୦ବର୍ଷ ବୟସ୍କଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବ। ଅପର ପକ୍ଷରେ ଯୁବକମାନଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି … Read More

ରାଜ୍ୟରେ ୧୭ବର୍ଷ ଧରି ପେସା ଆଇନ ବାଟବଣା

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ବନବାସୀଙ୍କ ପାଇଁ ଲଘୁବନଜାତ ସାମଗ୍ରୀ ସଂଗ୍ରହ ନିମନ୍ତେ କାର୍ଯ୍ୟକ୍ରମ ପ୍ରଣୟନ ହୋଇଥିଲା। ପେସା ଆଇନ ଅନ୍ତର୍ଗତ ଏହି ଯୋଜନାରେ ବନବାସୀମାନେ ସଂଗ୍ରହ କରିଥିବା ୬୯ପ୍ରକାରର ସାମଗ୍ରୀ ସଂଗ୍ରହ ପାଇଁ ଅନୁମତି ମିଳିଥିଲା। … Read More

ନିଜ ପରାମର୍ଶକୁ ନିଜେ କେବେ ପାଳିବେ ମୁଖ୍ୟମନ୍ତ୍ରୀ

ଗତ ୧୧ତାରି ଦିନ ମନ୍ତ୍ରୀ ପରିଷଦ ବୈଠକରେ ୫ଟି ବିଷୟ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟତଃ କ’ଣ କରିବେ ମନ୍ତ୍ରୀମାନେ, ସେ ବିଷୟରେ ନବୀନ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ତୃତୀୟ ବିଷୟଟି ହେଉଛି, ମନ୍ତ୍ରୀମାନଙ୍କର ଗସ୍ତ ସଂକ୍ରାନ୍ତ। ଏ … Read More

ଓଡ଼ିଶା ଲୋକାୟୁକ୍ତଙ୍କ କୋର୍ଟରେ ପ୍ରଥମ ଆଇଏଏସ୍‌: ବିଷ୍ଣୁପଦ ସେଠୀଙ୍କୁ ନୋଟିସ୍‌

ଭୁବନେଶ୍ଵର, (ଓଟି): ଆଇଏଏସ୍‌ ଙ୍କ ଭିତରେ ପ୍ରଥମେ ଲୋକାୟୁକ୍ତଙ୍କ ଜାଲରେ ପଡ଼ିଛନ୍ତି ସ୍ଵତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ। ଲୋକାୟୁକ୍ତ ତାଙ୍କୁ ନୋଟିସ୍‌ ଜାରି କରି ପକ୍ଷ ରଖିବା ପାଇଁ କହିଛନ୍ତି। ଅଗଷ୍ଟ ୧୯ ତାରିଖ ସୁଦ୍ଧା ସେ ନିଜର ମତ … Read More

ସୁନାବେଶ କେବେଠୁ ଆରମ୍ଭ ହେଲା, କେଉଁ ଦିଅଁ ପିନ୍ଧନ୍ତି କ’ଣ

ସୁନାବେଶକୁ ସବୁଠାରୁ ଆକର୍ଷଣୀୟ ବେଶ ବୋଲି କୁହାଯାଏ। ଏହା ରାଜାଧିରାଜ ବେଶ ଭାବେ ମଧ୍ୟ ପରିଚିତ। ବିଧି ଅନୁସାରେ ଶ୍ରୀ ଜଗନ୍ନାଥଙ୍କର ବର୍ଷକୁ ୫ ଥର ସୁନାବେଶ ଅନୁଷ୍ଠିତ ହୁଏ। କିନ୍ତୁ ରଥ ଉପରେ ବର୍ଷକୁ ଥରେ ଏହି ବେଶ ହୁଏ … Read More

ଆଜି ସୁନା ବେଶ: ଜାଣି ରଖନ୍ତୁ କେମିତି ପହଞ୍ଚିବେ ପୁରୀ, କେଉଁଠି ରଖିବେ ଗାଡ଼ି

ଶ୍ରୀ ଜଗନ୍ନାଥଙ୍କ ମହାପର୍ବ ରଥଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୀତି ନୀତି ଅନୁସାରେ ଗୁଣ୍ଡିଚା ମନ୍ଦିରରୁ ତିନି ରଥ ବାହୁଡ଼ି ଜଗନ୍ନାଥ ମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିଛନ୍ତି। ଆଜି ତିନି ଠାକୁରଙ୍କୁ ରଥ ଉପରେ ସୁନା ଅଳଙ୍କାର ମଣ୍ଡନ କରାଯିବ। ଏହା … Read More

ନୂଆ ଶିକ୍ଷାନୀତି : ୩ବର୍ଷରେ ଶେଷ ହେବ ପ୍ରାଥମିକ ଶିକ୍ଷା

କେନ୍ଦ୍ର ସରକାର ନୂଆ ଶିକ୍ଷାନୀତିକୁ ଯଦି ସମଗ୍ର ଦେଶରେ ଲାଗୁ କରିବାରେ ସଫଳ ହୁଅନ୍ତି ତେବେ ୫୦ବର୍ଷ ଧରି ପ୍ରଚଳିତ ଥିବା ପ୍ରାଥମିକ ଶିକ୍ଷାର ଢାଞ୍ଚା ସମ୍ପୁର୍ଣ୍ଣ ବଦଳି ଯିବ। ନୂଆ ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ସରକାର ବଜେଟରେ … Read More

ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର ଉଦ‍୍‌ବେଗଜନକ

ରାଜ୍ୟ ସରକାର ସରକାରୀ ସ୍କୁଲରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାରେ ପରିପୂର୍ଣ୍ଣ କରିବାକୁ ବଡ଼ ବଡ଼ ଘୋଷଣା କରିଚାଲିଛନ୍ତି। ଲୋକଙ୍କୁ ଦେଖାଇବା ପାଇଁ ନୂଆ ନୂଆ ନିର୍ଦ୍ଦେଶ ଦେଇ ଶିକ୍ଷାର ସଂସ୍କାର ନାମରେ ଭୂଆଁ ବୁଲାଉଛନ୍ତି। ହାଇସ୍କୁଲ ପରୀକ୍ଷାରେ ସଫଳତା ହାର … Read More

ପିସିସି ମଙ୍ଗ ସମ୍ଭାଳିବାକୁ କେହି ରାଜି ନୁହଁନ୍ତି

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ନିର୍ଣ୍ଣାୟକ ଭାବେ ହଟିଯିବା ପରେ ଏବେ ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ କିଏ ହେବ, ସେ ପ୍ରଶ୍ନ ମୁଣ୍ଡଟେକିଛି। ନୂଆ ଅଧ୍ୟକ୍ଷ ଶୀଘ୍ର ନିର୍ବାଚନ ପାଇଁ କଂଗ୍ରେସ ୱାର୍କିଂ କମିଟିକୁ ଅନୁରୋଧ କରିଛନ୍ତି ରାହୁଲ। … Read More

ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ୩୮୦୦କୋଟିର ବ୍ୟାଙ୍କ ଠକେଇ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ନୀରବ ମୋଦି ୧୩୦୦୦କୋଟି ଟଙ୍କା ଋଣ ନେଇ ଠକେଇ କରିବା ଘଟଣା ପରେ ଏବେ ଏହି ବ୍ୟାଙ୍କରୁ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ୩୮୦୦କୋଟିର ବ୍ୟାଙ୍କ ଠକେଇ ମାମଲା ପଦାକୁ ଆସିଛି। ପିଏନବି ପକ୍ଷରୁ … Read More