କେନ୍ଦ୍ରାପଡ଼ା ଏସ୍‌ପିଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ତଦନ୍ତ କରିବେ ଆଇଜି, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟକ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ନେଇ ଅତି ଉତ୍ସାହିତ ହୋଇପଡ଼ିଥିବା ଏସ୍‌ପି ନିତି ଶେଖରଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଚାପୁଡ଼ା ମାରିବାକୁ ଉଦ୍ୟମ ଆଦି ପ୍ରସଙ୍ଗ ସାରା ରାଜ୍ୟରେ ଆଲୋଚନାର ବିଷୟବସ୍ତୁ ହୋଇଥିଲେ ମଧ୍ୟ ଏହାକୁ କବର ଦେବାକୁ ଉଦ୍ୟମ କରାଯାଇଛି। … Read More

ରଥଯାତ୍ରାରେ ଖାଦ୍ୟବଣ୍ଟନ ସେବା: ଲକ୍ଷାଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଲା ଜେଲସ୍‍ପିଏଲ୍‍ ଫାଉଣ୍ଡେସନ୍‍

ଭୂବନେଶ୍ୱର, (ଓଟି): ରଥଯାତ୍ରା ଅବସରରେ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ, ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ ଆଦି ବିଭିନ୍ନ ସେବା ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ସହ ସମନ୍ୱୟରେ, ଏହି ଅନୁଷ୍ଠାନ ଏକ … Read More

ଭୁବନେଶ୍ୱର ରେଳ ଷ୍ଟେସନରେ ଦ୍ଵିତୀୟ ଫୁଡ ପ୍ଲାଜା

ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ରେ ଦ୍ଵିତୀୟ ଫୁଡ ପ୍ଲାଜାକୁ ଯାତ୍ରୀ ମାନଙ୍କ ପାଇଁ ସମର୍ପିତ କରାଯାଇଅଛି I ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳପଥ ର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅଜୟ କୁମାର … Read More

ଅତି ଉତ୍ସାହିତ କେନ୍ଦ୍ରାପଡ଼ା ଏସ୍‌ପି: କ୍ଷମତା କେନ୍ଦ୍ର ଆଗରେ ସାମ୍ବାଦିକଙ୍କୁ ଚାପୁଡ଼ା ଧମକ

କେନ୍ଦ୍ରାପଡ଼ା, (ଓଟି): ରାଜ୍ୟ ଶାସନର କ୍ଷମତା କେନ୍ଦ୍ର ଆଗରେ ନିଜର ପାରିଲା ପଣିଆ ପ୍ରକାଶ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ନିତି ଶେଖର। ଏପରିକି ନିଜ ସୀମା ରେଖା ଭିତରେ ରହି ବାରିମୁଳଠାରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ପ୍ରସାର … Read More

ବିଧାନସଭାରେ ଭାରପ୍ରାପ୍ତ ମନ୍ତ୍ରୀ, ୬୧ ବିଧାୟକ ଅନୁପସ୍ଥିତ

ଭୁବନେଶ୍ଵର, (ଓଟି): ଓଡ଼ିଶା ବିଧାନସଭାରେ ବୁଧବାରଦିନ ଏକ ଅଭାବନୀୟ ପରିସ୍ଥିତି ଦେଖା ଦେଇଛି। ମନ୍ତ୍ରୀ ଓ ଅନେକ ଶଶସକ ଦଳ ବିଧାୟକଙ୍କ ଭିତରେ ଚାଲିଛି ଗୃହ କାର୍ଯ୍ୟ। ଏ ସମ୍ପର୍କରେ ବିରୋଧୀ ଦଳର ଆପତ୍ତିକୁ ବାଏଁ ବାଏଁ ଉଡ଼ାଇ ଶାସକ ଦଳ … Read More

ଡି. ପ୍ରକାଶ ରାଓଙ୍କ ସମସ୍ତ ଚିକିତ୍ସା ଖର୍ଚ ସରକାର ବହନ କରିବେ

ଭୁବନେଶ୍ୱର: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଡି. ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଶୀଘ୍ର ଆରୋଗ୍ୟ କାମନା ସହ ସମସ୍ତ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ … Read More

କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର: ସୋନାଲ ମାନସିଂହଙ୍କୁ ଏକାଡେମୀ ରତ୍ନ

ଅନନ୍ୟ ଓଡ଼ିଶାୀ ନୃତ୍ୟଶିଳ୍ପୀ ସୋନାଲ୍‍ ମାନସିଂହଙ୍କ ପାଇଁ ରଥଯାତ୍ରା ଶୁଭଙ୍କର ସାବ୍ୟସ୍ତ ହୋଇଛି । ଗତବର୍ଷ ରଥଯାତ୍ରାରେ ତାଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଥିଲେ, ଆଉ ଏ ବର୍ଷ ତାଙ୍କ ପାଇଁ ସଙ୍ଗୀତ ନାଟକ ଏକାଡ଼େମୀ ରତ୍ନ ପଇବା ନେଇ ଘୋଷଣା … Read More

ବିଶ୍ୱଭୁଷଣଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପଦବୀ

ଭୁବନେଶ୍ୱର, (ଓଟି) : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୁଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ଅନୁସୂୟା ୱୀକୀଙ୍କୁ ଛତିଶଗଡ଼ର ରାଜ୍ୟପା, ଭାବେ ନିଯୁକ୍ତି ମିଳିଛି । ରାଷ୍ଟ୍ରପତିଙ୍କ … Read More

ଆରଏସଏସ କାହିଁକି ପଞ୍ଜିକୃତ ନୁହେଁ?

ଭାରତରେ ଏନଜିଓ ପଞ୍ଜିକରଣ ୧୮୬୦ରୁ ବ୍ରିଟିଶ ସରକାରଙ୍କ ଦ୍ବାରା ପ୍ରସ୍ତୁତ ସୋସାଇଟ ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ ହେଉଛି । ଏହି ଆାଇନ ଅନୁସାରେ ଏନଜିଓ ଗଠନ ପୂର୍ବରୁ ଏହାର ନିୟମ, ଉପନିୟମ, କାର୍ଯ୍ୟେକ୍ଷତ୍ର, ସଞ୍ଚାଳନର ସ୍ୱରୁପ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଆଦି … Read More

ଡାକ୍ତରୀ ଉଚ୍ଚଶିକ୍ଷାରେ ପ୍ରବେଶ ପରୀକ୍ଷା ବନ୍ଦ ପ୍ରସ୍ତାବ

ଡାକ୍ତରୀ କ୍ଷେତ୍ରରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସିଖବର। ଏମଡ଼ି ଓ ଏମଏସ‍୍‌ ପାଠ ପଢ଼ିବା ପାଇଁ ପ୍ରଚଳିତ ‘ନିଟ‍୍‌’ ପ୍ରବେଶ ପରୀକ୍ଷାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବରେ କୁହାଯାଇଛି ଯେ, … Read More