କ୍ରିକେଟ୍ରୁ ଧୋନିଙ୍କ ବିଶ୍ରାମ: ଭାରତୀୟ ସେନା ସହ ଯିବେ କଶ୍ମିର ଉପତ୍ୟକା
ଭୁବନେଶ୍ଵର, (ଓଟି): ଭାରତୀୟ କ୍ରିକେଟ୍ ଟିମ୍ର ପୂବର୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨ ମାସ ପାଇଁ କ୍ରିକେଟ୍ରୁ ବିଶ୍ରାମ ନେବେ। ଏହି ଦୁଇମାସ ସେ ଭାରତୀୟ ସେନା ସହ କଶ୍ମୀରରେ ଅଭ୍ୟାସ କରିବେ। ପଟ୍ରୋଲିଂ ତଥା ଗାର୍ଡ ଡ୍ୟୁଟି କରିବେ। … Read More











