କ୍ଷମା ମାଗିବାକୁ ବାଧ୍ୟ ହେଲେ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍‍

ଭୁବନେଶ୍ୱର, (ଓଟି): ସଂସଦ ଭିତରେ ମହିଳା ସାଂସଦ ତଥା ସେଦିନ ବାଚସ୍ପତି ଆସନରେ ବସିଥିବା ସାଂସଦ ରମାଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି ବରିଷ୍ଠ ସାଂସଦ ତଥା ସମାଜବାଦୀ ସଦସ୍ୟ ଆଜମ ଖାନ୍‍ । … Read More

ଏଣିକି ସରକାରଙ୍କ ‘ରୂପାନ୍ତର ପ୍ରକ୍ରିୟା’ ସମ୍ଭାଳିବେ ଭିକେ ପାଣ୍ଡିଆନ୍‍

ଭୁବନେଶ୍ୱର, (ଓଟି): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଅଧିକ କ୍ଷମତାପନ୍ନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ରେ ରହିବା ସହ ତାଙ୍କୁ ବର୍ତ୍ତମାନ ସରକାରରେ ଶାସନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା (ଟ୍ରାନ୍ସପରେନ୍ସୀ), କୌଶଳ ( ଟେକ୍ନୋଲୋଜି), … Read More

‘ ଓଡ଼ିଶା ରସଗୋଲା’ କୁ ଜିଆଇ ମାନ୍ୟତା

ଭୁବନେଶ୍ୱର , (ଓଟି): “ଓଡ଼ିଶା ରସଗୋଲା’କୁ ଭୋଗୋଳିକ ପରିଚିତି ମିଳିଛି । ଭାରତର ଗୌଗୋଳିକ ପରିଚିତି ରେଜିଷ୍ଟ୍ରୀ ଏନେଇ ସୋମବାରଦିନ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିଛି । ଏହି ପ୍ରମାଣପତ୍ର ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉକ୍ରଳ ମିଷ୍ଟାନ୍ନ … Read More

କେନ୍ଦ୍ର ସାହିତ୍ୟ ଅକାଦେମି ଚୂଡ଼ାନ୍ତ ପୁସ୍ତକ ତାଲିକା ଘୋଷଣା: “ବାଲ୍‍ ସାହିତ୍ୟ’ରେ ୪ଟି ଓ “ଯୁବ ସାହିତ୍ୟ’ରେ ୯ଟି ବହି

ଭୁବନେଶ୍ୱର, (ଓଟି): ଶେଷରେ ଗୋପନୀୟତାର ଗଣ୍ଠି ଫିଟିଲା । କେନ୍ଦ୍ର ସାହିତ୍ୟ ଅକାଦେମି ‘ବାଲ୍‍ ସାହିତ୍ୟ ପୁରସ୍କାର’ ଓ ‘ଯୁବ ସାହିତ୍ୟ ପୁରସ୍କାର’ର ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକ ଓ ଲେଖକମାନଙ୍କର ନାମ ତାଲିକା ଘୋଷଣା କଲେ । ପୁରସ୍କାର ନିୟମ … Read More

ରାଜନୈତିକ ହିଂସାରେ ଓଡ଼ିଶାର ୬୪୩ଜଣଙ୍କର ମୃତ୍ୟୁ

ୟୁପି-ବିହାର-ପଶ୍ଚିମବଙ୍ଗଠାରୁ ରାଜନୈତିକ ହତ୍ୟାରେ ଓଡ଼ିଶା ଆଗୁଆ ରାଜ୍ୟରେ ଆଞ୍ଚଳିକ ଦଳର ପ୍ରଭାବ ବଢ଼ିବା ସହିତ ରାଜନୈତିକ ହତ୍ୟାକାଣ୍ଡ ତାଳ ଦେଇ ବଢ଼ିଚାଲିଛି। ରାଜନୈତିକ ହିଂସା ଯୋଗୁଁ ୧୯୮୯ରୁ ୨୦୧୫ ମଧ୍ୟରେ ଓଡ଼ିଶାରେ ୨୬୪ଟି ରାଜନୈତିକ ହିଂସାକାଣ୍ଡ ଘଟି ୬୪୩ଜଣ ଲୋକଙ୍କର ମୃତ୍ୟୁ … Read More

ଆଇଟିଆଇ ବନ୍ଦ ହେବ: ସ୍କୁଲରେ ହେବ ସ୍କିଲ ଟ୍ରେନିଂ

ଦେଶରେ ସ୍କିଲ ଟ୍ରେନିଂ ପାଇଁ ଦିଆଯାଉଥିବା ଆଇଟିଆଇ ଶିକ୍ଷାକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଆଇଟିଆଇ ପରିବେର୍ତ୍ତ ସ୍କୁଲମାନଙ୍କରେ ଛାତ୍ରଛାତ୍ରମାନଙ୍କୁ ସ୍କିଲ ଟ୍ରେନିଂ ଦେବାକୁ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି … Read More

ଅପରାଧିକ ପ୍ରାର୍ଥୀଙ୍କୁ ୫୦ପ୍ରତିଶତରୁ ଅଧିକ ଭୋଟ

ଭାରତୀୟ ନିର୍ବାଚନ ରାଜନୀତିର ଧାରା ଦିନକୁ ଦିନ ବଦଳିବାରେ ଲାଗିଛି । ପୂର୍ବରୁ କୌଣସି ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ମତଦାତାମାନେ ପସନ୍ଦ କରୁନଥିଲେ । କିନ୍ତୁ ଏବେ ସମୟ ସହିତ ମତଦାତାଙ୍କ ଚିନ୍ତାଧାରାରେ ବି ପରିବର୍ତ୍ତନ ଆସିଛି । ମତଦାତାମାନେ … Read More

ଦେଶରେ ତ୍ରିଭାଷୀ ଶିକ୍ଷାକୁ ଆରଏସଏସର ବିରୋଧ

ମୋଦି ସରକାରଙ୍କ ପ୍ରସ୍ତାବିତ ଶିକ୍ଷାନୀତିକୁ ଆରଏସଏସ ସମଥିର୍ତ ଭାରତୀୟ ଶିକ୍ଷକ ମଣ୍ଡଳ (ବିଏସଏମ) ସମର୍ଥନ କରିବା ସହିତ ତ୍ରିଭାଷୀ ଶିକ୍ଷାକୁ ବିରୋଧ କରିଛି। ବିଏସଏମର କହିବା ଅନୁସାରେ ତ୍ରିଭାଷୀ ଶିକ୍ଷା ଛାତ୍ରଛାତ୍ରୀମାନଙ୍କର କ୍ଷତି ହେବା ସହିତ ସଂସ୍କୃତ ଶିକ୍ଷାର ବ୍ୟାପକ କ୍ଷତି … Read More

ଉଠାଦୋକାନୀଙ୍କ ସମସ୍ୟା ନେଇ ବିଧାୟକ ନୀଲୁ ଷଡ଼ଙ୍ଗୀଙ୍କ ଉଦ୍‌ବେଗ

ଭୁବନେଶ୍ଵର, (ଓଟି): ପୁରୀ ଜିଲ୍ଲା ପ୍ରଶାସନର ଅଦୂରଦର୍ଶିତାର ନିଦର୍ଶନ ରଖିଛନ୍ତି ବିଧାୟକ ଜୟନ୍ତ ( ନୀଲୁ) ଷଡ଼ଙ୍ଗୀ। ବିଧାନସଭାରେ ଉଠାଦୋକାନୀଙ୍କ ସମସ୍ୟା ବିଷୟରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସମୟରେ ସେ ଏହା ସ୍ପଷ୍ଟ କରିଛନ୍ତି। ରଥଯାତ୍ରା ଉତ୍ସବ ଶେଷ ହେବାର … Read More

ଗାଡ଼ି ପଞ୍ଜିକରଣ ମୂଲ୍ୟ ବଢ଼ିବ, ୫୦ ଟଙ୍କାରୁ ୧୦୦୦ ଟଙ୍କା ହେବ ୨ ଚକିଆ ଯାନ ରେଜିଷ୍ଟ୍ରେସନ୍‌

ଭୁବନେଶ୍ଵର, (ଓଟି): ଆକାଶଛୁଆଁ ହେବ ଦୁଇଚକିଆ ଓ ଚାରି ଚକିଆ ପଞ୍ଜିକରଣ ଦାମ୍‌। ନୂଆ ହେଉ ବା ପୁରୁଣା ଗାଡ଼ିକୁ ଆଉଥରେ ପଞ୍ଜିକରଣ କଥା ହେଉ, ଏଥିଲାଗି ନିକଟସ୍ଥ ଆର୍‌ଟିଓଙ୍କୁ ଆପଣ୨୦ ଗୁଣା ଯାଏ ଅଧିକ ମୂଲ୍ୟ ଦେବେ। ଏନେଇ କେନ୍ଦ୍ର … Read More