ଦଳବଦଳ ଇତିହାସ : ୧୯୬୭ରୁ କଂଗ୍ରେସ ଦ୍ୱାରା ଆରମ୍ଭ

ଏବେ ଦେଶର ରାଜନୀତିରେ ଗୋଟିଏ ବଡ଼ ଋତୁ ଆରମ୍ଭ ହୋଇଛି; ତାହା ହେଲା ରାଜନୈତିକ ନେତା, ସାଂସଦ, ବିଧାୟକମାନଙ୍କର ଦଳବଦଳ ଋତୁ। ନିକଟରେ ଗୋଆ, କର୍ଣ୍ଣାଟକ, ଅରୁଣାଞ୍ଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ସାଂସଦ ଓ ବିଧାୟକମାନେ କ୍ଷମତା ଲାଳସା … Read More

ଶାସ୍ତ୍ରରେ ହଜିଗଲା ଶାସ୍ତ୍ରୀୟ ମାନ୍ୟତା: ପରିହାସ କରୁଛନ୍ତି ସରକାର

ଭୁବନେଶ୍ୱର, (ଓଟି): ମାର୍ଚ୍ଚ୧୧, ୨୦୧୫ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ଏହିଦିନ ଓଡ଼ିଆ ଭାଷା ସାହିତ୍ୟର ଔଜ୍ଜଲ୍ୟମୟ ଅତୀତକୁ ସାରା ଭାରତବର୍ଷ ସ୍ୱୀକାର କଲା । ଭାରତର ଗେଜେଟ୍‍ରେ ଲିପିବଦ୍ଧ ହେଲା ଯେ … Read More

ଭରତପୁର କୋଇଲା ଖଣିରେ ଦୁର୍ଘଟଣା: ସାଢ଼େ ୮୫ କୋଟି କ୍ଷତି ସହିଲାଣି ଏମ୍‍ସିଏଲ୍‍

ଭୁବନେଶ୍ୱର, (ଓଟି): ମହାନଦୀ କୋଲ୍‍ ଫିଲ୍ଡ୍‍ ଲିମିଟେଡ୍‍ ( ଏମ୍‍ସିଏଲ୍‍) ଦ୍ୱାରା ପରିଚାଳିତ ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ହୋଇଥିବା ଦୁର୍ଘଟଣାର ନିଆଁ ଥମୁ ନାହିଁ । ସରକାରଙ୍କ ହସ୍ତକ୍ଷେପ ଏବଂ କମ୍ପାନୀର ଉଦ୍ୟମ ସତ୍ତେ୍ୱ ଗଲା ୫ ଦିନ ହେଲା … Read More

ନିମ୍ନମାନର ଔଷଧ ପରେ କଳିଙ୍ଗ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ମେସିନ୍‍ ଅପବ୍ୟବହାର ଆରୋପ: ଅନ୍ୟ ଘରୋଇ ହସ୍ପିଟାଲ୍‍ ବି ସନ୍ଦେହ ନଜରରେ

ଭୁବନେଶ୍ୱର, (ଓଟି): ରାଜ୍ୟର ପ୍ରଥମ ଘରୋଇ ବହୁ ବିଶେଷଜ୍ଞ ବିଭାଗୀୟ ହସ୍‍ପିଟାଲ୍‍ “କଳିଙ୍ଗ ହସ୍‍ପିଟାଲ୍‍’ ଉପରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି । ପ୍ରଥମେ ସରକାରଙ୍କ ପକ୍ଷରୁ ଓଏସ୍‍ଟିଏଫ୍‍ ଅନୁମୋଦନ ପ୍ରତ୍ୟାହାର ପରେ ଡ୍ରଗ୍‍ କଣ୍ଟ୍ରେଲର୍‍ଙ୍କ ପକ୍ଷରୁ ହସ୍ପିଟାଲର ଫାର୍ମାସୀ … Read More

ଦିଲ୍ଲୀରେ ସମୀର ଦାଶ: ସ୍କୁଲ୍‍ ଏବଂ ଗଣଶିକ୍ଷା ବ୍ୟବସ୍ଥା ସୁଧୁରିବା ଆଶା

ଭୁବନେଶ୍ୱର, (ଓଟି): ବିପର୍ଯ୍ୟସ୍ତ ବୋଲି ଚହଳ ପଡ଼ିଥିବା ଓଡ଼ିଶାର ସ୍କୁଲ୍‍ ଓ ଗଣଶିକ୍ଷା ବବସ୍ଥାକୁ ସୁଧାରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ନବ ନିଯୁକ୍ତ ମନ୍ତ୍ରୀ ସମୀର ଦାଶ । ଏହିକ୍ରମରେ ସେ ଦିଲ୍ଲୀ ସ୍କୁଲ୍‍ ବ୍ୟବସ୍ଥାକୁ ମଡେଲ୍‍ ଆକାରରେ ଗ୍ରହଣ … Read More

୧୯ ବର୍ଷ ପରେ ହସ୍ତଶିଳ୍ପ କାରିଗରଙ୍କ ସ୍ଥିତି ଖୋଜିବେ ସରକାର

ଭୁବନେଶ୍ୱର, (ଓଟି): ରାଜ୍ୟରେ କେତେ ହସ୍ତଶିଳ୍ପ କାରିଗର ଅଛନ୍ତି, ସେମାନେ ଅଛନ୍ତି କେମିତି ଓ କେଉଁଠି, ସେମାନଙ୍କ ଅର୍ଥନୀତିକ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ହସ୍ତଶିଳ୍ପ କାରିଗର ଗଣନା କାର୍ଯ୍ୟକ୍ର । ଏହି … Read More

‘ହେପାଟାଇଟିସ୍ ବି’ ରେ ୪୦ କୋଟି ଲୋକ ଆକ୍ରାନ୍ତ ; ୯୦ ପ୍ରତିଶତଙ୍କୁ ରୋଗ ଖବର ନାହିଁ

ଭୁବନେଶ୍ୱର, (ଓଟି) : ହେପାଟାଇଟିସ୍ ବି ଏଚ୍ଆଇଭି ଠାରୁ ଶହେ ଗୁଣ ଅଧିକ ମାରାତ୍ମକ ବ୍ୟାଧି । ପୃଥିବୀରେ ବର୍ଷକୁ ପ୍ରାୟ ୧୫ ଲକ୍ଷ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି ମାତ୍ର ଏହି ଖବର ସମସ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ … Read More

ସଚିବାଳୟର ନାଁ ବଦଳି ହେବ ‘ଲୋକସେବା’ ଭବନ

ଭୁବନେଶ୍ୱର, (ଓଟି): ଆଉ ସଚିବଙ୍କ ନାଁରେ ରାଜ୍ୟ ଶାସନ ବ୍ୟବସ୍ଥାର ପ୍ରାଣକେନ୍ଦ୍ର ପରିଚିତ ହେବ ନାହିଁ । ଲୋକଙ୍କୁ ସେବା ଯୋଗାଇବାର ପ୍ରାଣକେନ୍ଦ୍ର ହେବ । ଏମିତି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ସଚିବାଳୟର ନାଁ ପରିବର୍ତ୍ତନ ପାଇଁ ଚିନ୍ତା କରିଛନ୍ତି । ଖାଲି … Read More

ଓଡ଼ିଶାର ୬୦% ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ

ଦେଶର ୧୫% ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ ଦେଶରେ ଥିବା ୧୬,୦୦୦ଅଦାଲତ ମଧ୍ୟରୁ ୧୫ ପ୍ରତିଶତରେ, ଓଡ଼ିଶାର ୬୦ ପ୍ରତିଶତ ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ। ଏକଥା ନିକଟରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଅଦାଲତ ପରିଷରରେ ଶୌଚାଳୟ … Read More

ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ନରସିଂହଙ୍କ ପ୍ରସ୍ତାବ

ଭୁବନେଶ୍ୱର, (ଓଟି): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କେତେକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସ୍ତାବ କିଛି ପ୍ରସ୍ତାବ ବାଚସ୍ପତିଙ୍କ ମାଧ୍ୟମରେ ସରକାରଙ୍କୁ ଦେଇଛନ୍ତି। ଏହି ପ୍ରସ୍ତାବ ଗୁଡିକ ହେଲା-(୧) ପ୍ରାଥମିକ … Read More