ବିଜୁ ସମାଧି ନାଁ ନେଇ ସ୍ଵର୍ଗଦ୍ଵରରେ ମୁଖ୍ୟମନ୍ତ୍ରୀଙ୍କ ଜବରଦଖଲ!
ଭୁବନେଶ୍ଵର, (ଓଟି): ପୁରୀରେ ରାଜ୍ୟ ସରକାର ଆତଙ୍କରାଜ ଚଳାଇଛନ୍ତି। ତ୍ୟାଗ କରିବା ଦ୍ଵାହି ଦେଇ ସରକାର ଐତିହ୍ୟସମ୍ପନ୍ନ କୋଠାବାଡ଼ିକୁ ଭାଙ୍ଗିରୁଜି ଚୁନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଳିଙ୍ଗସେନା ଅଧ୍ୟକ୍ଷ ହେମନ୍ତ ରଥ। ଅପରପକ୍ଷେ ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ଵର୍ଗଦ୍ଵାରରେ ଜବରଦଖଲ କରିଛନ୍ତି … Read More











