ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ: ସରକାରଙ୍କ ଆଶ୍ବାସନା ଉପରେ ଶଙ୍କା

ଭୁବନେଶ୍ବର: ଆତଙ୍କବାଦୀ ଆକ୍ରମଣ ଆଶଙ୍କାରୁ ପୁରୀ ଓ ଶ୍ରୀମନ୍ଦିରକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଚାଲିଥିବା ପୁରୀର ମଠ, ଐତିହ୍ୟ ଅନୁଷ୍ଠାନ ଭଙ୍ଗାରୁଜା ପ୍ରସଙ୍ଗକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନନ୍ଦ ସରସ୍ବତୀ। ସରକାରଙ୍କ ଆଶ୍ବାସନା ଓ କ୍ଷତିପୂରଣ ଭରଣା … Read More

ପ୍ରମୋଦ ଭଗତ ଓ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର

ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରାଯାଇଛି।  ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନସିପ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ … Read More

ବଂଲାଦେଶ ଉପକୂଳରେ ଲଘୁଚାପ: ୧ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ଵର, (ଓଟି): ଏଥର ଗଣେଶପୂଜା ବର୍ଷାଦ୍ଵାରା ପ୍ରଭାବିତ ହୋଇପାରେ। ଏନେଇ ସେଆ ବିଶ୍ଵବିଦ୍ୟାଳୟର ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛନ୍ତି। ଏକ ବାର୍ତ୍ତାରେ କୁହାଯାଇଛି ଯେ, ସେପ୍ଟେମ୍ବର ୧ରୁ ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ବା ଅତିପ୍ରବଳ … Read More

ଆଜିଠୁ କଟନ୍‌ ଫ୍ୟାବ୍‌ ହସ୍ତତନ୍ତ ମେଳା

ଭୁବନେଶ୍ଵର, (ଓଟି): ଦେଶର ବିଭିନ୍ନ ରାଜ୍ୟର ହସ୍ତତନ୍ତ କାରିଗରଙ୍କ ଉତ୍ପାଦକୁ ସିଧାସଳଖ କିଣିବାର ସୁଯୋଗ ପୁଣିଥରେ ସୃଷ୍ଟି ହେବାକୁ ଯାଉଛି ଭୁବନେଶ୍ଵରରେ। ଉତ୍ତର ପ୍ରଦେଶର ଅୱଧ ଅସ୍ତକର୍ଗା, ହସ୍ତଶିଳ୍ପ ଏବଂ ଗ୍ରାମୋଦ୍ୟୋଗ ସମିତି ପକ୍ଷରୁ ଏହିକ୍ରମରେ ଆୟୋଜନ ହେବାକୁ ଯାଉଛି ୧୧ତମ … Read More

ଧର୍ମେନ୍ଦ୍ରଙ୍କ ପାରିବାପଣିଆ : ପ୍ରଶିକ୍ଷଣ ପାଇଁ ଦୁଇ ବର୍ଷରେ ମାତ୍ର ୫୪ଜଣଙ୍କ ଜାପାନ ଗସ୍ତ

ଭୁବନେଶ୍ୱର,(ଓଟି): ଗତ ୨୦୧୭ରେ କୌଶଳ ବିକାଶ ମନ୍ତ୍ରାଳୟ ଭାରତ-ଜାପାନ ଟେକ୍ନିକାଲ ଇଣ୍ଟର୍ଣ୍ଣ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେତେବେଳେ ଏହି ବିଭାଗର ମନ୍ତ୍ରୀ ଥିବା ତଥା ବର୍ତ୍ତମାନର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଥିଲେ, ଆଗାମୀ ୫ବର୍ଷ ମଧ୍ୟରେ ୩ଲକ୍ଷ … Read More

୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ଵର, (ଓଟି): ସେପ୍ଟେମ୍ବର ୨ତାରିଖରୁ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ରାଜ୍ୟର ପଅତି ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଏଥିବାଇଁ ସ୍ଵତନ୍ତ୍ର ଆୟୋଜନ ହେବ। ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ ବୋଲି ବିଜେଡି … Read More

ପୁଲିସ- ମାଓବାଦୀ ଗୁଳି ବିନିମୟ: କୁଖ୍ୟାତ ମାଓ କମାଣ୍ଡର ରାକେଶ ସୋଦି ମୃତ

ଭୁବନେଶ୍ଵର, (ଓଟି): ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାର ପାକ୍‌ନାଗୁଡ଼ି ଘଞ୍ଚ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହେତୁ ମାଓ କମାଣ୍ଡର ରାକେଶ ସୋଦିଙ୍କ ମୃତ୍ୟୁ ହୋଇଛି। ସେ ଆନ୍ଦ୍ର-ଓଡ଼ିଶା ସୀମାନ୍ତ ସ୍ଵତନ୍ତ୍ର ଜୋନାଲ୍‌ କମିଟି ( ଏଓବିଏସ୍‌,ଜଡ୍‌ସି)ର କମାଣ୍ଡର ଭାବେ କାର୍ଯ୍ୟ … Read More

ଦରମା ଓ ପେନ୍‌ସନ୍‌ ମିଳିବ ୩୧ରେ

ଭୁବନେଶ୍ଵର, (ଓଟି): ଏଥର ସରକାରୀ କର୍ମଚାରୀଙ୍କୁ ୩୧ ତାରିଖରେ ଦରମା ମିଳିବ। ଯେହେତୁ ସେପ୍ଟେମ୍ବର ପ୍ରଥମ ସପ୍ତାହର ପ୍ରଥମ ତିନି ଦିନ ଉତ୍ସବ ଓ ଛୁଟି ଦିନ ରହୁଛି ସରକାର ଅଗଷ୍ଟ ୩୧ ତାରିଖରେ ଦରମା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। … Read More

ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ହେଲେ ମାନସ ମଙ୍ଗରାଜ

ଭୁବନେଶ୍ଵର, (ଓଟି): ଦୀର୍ଘଦିନ ହେଲା ଓଡ଼ିଶାର ଗଣମାଧ୍ୟମ ଶିଳ୍ପ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମଙ୍ଗରାଜ ଏହାପୂର୍ବରୁ ବିଜୁ ଜନତା ଦଳର ଗଣମାଧ୍ୟମ … Read More

ଦେଶର ଦ୍ଵିତୀୟ ପ୍ଲାଷ୍ଟିକ୍‌ ବର୍ଜିତ ରେଳଷ୍ଟେସନ୍‌ ହେଲା ସମ୍ବଲପୁର

ଦେଶର ଦ୍ଵତୀୟ ପ୍ଲାଷ୍ଟିକ୍‌ ବର୍ଜିତ ରେଳ ଷ୍ଟେସନ୍‌ ଭାବେ ସମ୍ବଲପୁର ରେଳ ଷ୍ଟେସନ୍‌କୁ ମାନ୍ୟତା ଦେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ।   ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀ, ସ୍କୁଲ ଛାତ୍ର ଛାତ୍ରୀ, … Read More