ପୁରୀ ପାଇଁ କ୍ଷତିପୂରଣ ପ୍ୟାକେଜ୍: ଘର ପାଇଁ ଏକକାଳୀନ ୩୦ ଲକ୍ଷ
ଭୁବନେଶ୍ଵର, (ଓଟି): ପୁରୀରେ ପ୍ରସ୍ତାବିତ ସୁରକ୍ଷା ଜୋନ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପୁନର୍ବାସ ଓ ପୁନଃଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଅନୁସାରେ ଗୋଟିଏ ପରିବାରକୁ ଏକକାଳୀନ ୩୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ … Read More











