ଲୋକଙ୍କ ରୋଷ ଆଗରେ ନରମିଲା ପୁଲିସ: ଗାଡ଼ି ଯାଞ୍ଚରୁ ବାଦ୍ ପଡ଼ିବ ମୋଟା ଜୋରିମାନା
ଭୁବନେଶ୍ଵର, (ଓଟି): ନୂଆ ଟ୍ରାଫିକ୍ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ଆଗଭର ହୋଇଥିବା ଟ୍ବିନ୍ସିଟି ପିଲିସ୍ କମିଶନରେଟ୍କୁ ଶକ୍ତ ଧକ୍କା ଲାଗିଛି। ରାଜମହଲ ଛକରେ ପୁଲିସ-ଜନତା ଖଣ୍ଡ ଯୁଦ୍ଧ ପରେ ପୁଲିସ ପଛଘୁଞ୍ଚା ଦେଇ ଏଣିକି ଯାଞ୍ଚ ବ୍ୟବସ୍ଥାରେ କୋହଳ ଘୋଷଣା … Read More











