୨୦ ବର୍ଷ ପରେ ଫେରୁଛି ଶାହରୁଖ୍ ଓ ବନସାଲୀ ଯୋଡ଼ି

ଖବର ମିଳିଛି ଯେ ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ କିଙ୍ଗଖାନ୍ ଓ ସଞ୍ଜୟଲିଲା ବନସାଲୀ ଏକାଠୀ କାମ କରିବାକୁ ଯାଉଛନ୍ତି । ‘ଦେବଦାସ୍’ ପରେ ସଞ୍ଜୟ ଓ ଶାହରୁଖଙ୍କୁ ଆଉ ଏକ ଭଲ କାହାଣୀ ମିଳିଯାଇଛି ଏବଂ ଖୁବ୍ ଶୀଘ୍ର … Read More

କାଂସ ଯିବା ପାଇଁ ରେଡି ହେଉଛନ୍ତି ହିନା

ଆଜିକାଲି ହିନା ଖାନଙ୍କ ଗୋଡ଼ ଆଉ ତଳେ ଲାଗୁନି । ଏବେ ସେ ସବୁକିଛି ଛାଡ଼ି ଦେଇ କେବଳ ନିଜର ଡ୍ରେସିଙ୍ଗ୍ ସେନ୍ସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଏଭଳି କରିବା ପଛରେ କାରଣ କ’ଣ ଜାଣିଛନ୍ତି? ତେବେ କହିରଖୁଛୁ … Read More

ଘିମିରି ସମସ୍ୟାରୁ ରକ୍ଷା ପାଇବା ପାଇଁ କଞ୍ଚା ଆଳୁ

ଖରାଦିନରେ ଅଧିକ ଗରମ ଓ ଗୁଳୁଗୁଳି କାରଣରୁ ଘିମିରି ସମସ୍ୟା ସୃଷ୍ଟି ହୋଇଥାଏ । ଅନେକଙ୍କ କ୍ଷେତ୍ରରେ ଏହା ସାଧାରଣ ହୋଇଥିବାବେଳେ ଅନେକଙ୍କ କ୍ଷେତ୍ରରେ ଏହା ଘା’ରେ ପରିଣତ ହୋଇଥାଏ । ଘିମିରି ହେଲେ ଅଧିକ କୁଣ୍ଡେଇ ହୋଇଥାଏ ଏବଂ ଶିଶୁମାନଙ୍କ … Read More

‘ଦବଙ୍ଗ୩’ରେ ୨ଜଣ ନୂଆ ନାୟିକାଙ୍କୁ ବ୍ରେକ୍ ଦେବେ ଭାଇଜାନ୍

ଆଜିକାଲି ସିନେ ମହଲରେ ସଲ୍ଲୁ ଭାଇଜାନଙ୍କ ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ବେଶ୍ ଚର୍ଚ୍ଚା । ‘ଭାରତ’ର ପ୍ରମୋସନ୍ ଇଭେଣ୍ଟ୍ ସହିତ ସଲ୍ଲୁମିଆଁ ‘ଦବଙ୍ଗ୩’ର ସୁଟିଂ ଆରମ୍ଭ କରିଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି । ନୂଆ କଳାକାରଙ୍କୁ ବଲିଉଡରେ ବ୍ରେକ୍ … Read More

ସଚିନଙ୍କ ଜନ୍ମଦିନରେ ରିଲିଜ୍ ହେଲା ‘ଗଡ୍ ଅଫ୍ କ୍ରିକେଟ୍’ର ପୋଷ୍ଟର୍

ଇଣ୍ଡିଆନ୍ କ୍ରିକେଟ୍ ଟିମର ଭଗବାନ ବୋଲାଉଥିବା ସଚିନ୍ ତେନ୍ଦୁଲକରଙ୍କ ଜନ୍ମଦିନ ଏପ୍ରିଲ୍ ୨୪ ତାରିଖରେ ତାଙ୍କର ବାୟୋପିକ୍ ‘ଗଡ୍ ଅଫ୍ କ୍ରିକେଟ୍’ର ଫାଷ୍ଟ୍ ପୋଷ୍ଟର୍ ରିଲିଜ୍ କରାଯାଇଛି । ଏହି ବାୟୋପିକର ନିର୍ଦ୍ଦେଶନା ଦେଇଛନ୍ତି ସୁଦେଶ୍ କନୌଜିୟା । ଫିଲ୍ମ ସମ୍ପର୍କିତ … Read More

ଚଳିତବର୍ଷ ଶେଷ ସୁଦ୍ଧା ବିବାହ କରିପାରନ୍ତି ଅଙ୍କିତା ଲୋଖଣ୍ଡେ

ଆଜିକାଲି ବି ଟାଉନରେ ଅଙ୍କିତା ଲୋଖଣ୍ଡେ ଓ ବିକ୍କି ଜୈନଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । ନିକଟରେ ଏହି ଲଭବାର୍ଡ଼ଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଅଙ୍କିତା ବିକିଙ୍କୁ କିସ୍ କରୁଛନ୍ତି । ଏହି ଭିଡିଓ ଦେଖିବା ପରେ … Read More

ବଲିଉଡ୍ ଡେବ୍ୟୁ କରିବେ ଖୁସି, ହିରୋ ବାଛିବେ ବୋନି କପୁର୍

ଶ୍ରୀଦେବୀଙ୍କ ଦ୍ୱିତୀୟ ଝିଅ ଖୁସି କପୁର୍ ଖୁବ୍ ଶୀଘ୍ର ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି । କରଣ ଜୋହର୍ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ଖୁସିଙ୍କୁ ସାଇନ୍ କରିବେ ବୋଲି ଶୁଣାଯାଉଛି । ଖୁସିଙ୍କ ଡେବ୍ୟୁ ଫିଲ୍ମରେ କିଏ ହିରୋ ହେବେ, ତାହା … Read More

୧୨୦କୋଟିର ମାଲିକ ବରୁଣ, ଏଥର ଜନ୍ମଦିନ ଉପହାର ‘କୁଲି ନଂ୧’ର ରିମେକ୍

ଆଜି (୨୪ଏପ୍ରିଲ୍) ବଲିଉଡର ମୋଷ୍ଟ୍ ହ୍ୟାଣ୍ଡସମ୍ ଓ ଷ୍ଟାଇଲ୍ ଆଇକନ୍ ବରୁଣ ଧୱନ ୩୨ତମ ଜନ୍ମଦିନ ପାଳନ କରିଛନ୍ତି । ପ୍ରଶଂସକଙ୍କ ପକ୍ଷରୁ ବରୁଣଙ୍କୁ ଜନ୍ମଦିନ ଶୁଭେଚ୍ଛାର ଅନେକ ମେସେଜ୍ ମିଳିଥିବାବେଳେ ଏଥର ଜନ୍ମଦିନ ଉପହାର ଭାବେ ତାଙ୍କୁ ଆଉ ଏକ … Read More

ସନବର୍ଣ୍ଣରୁ ମୁକ୍ତି ଦେବ ଏହି ୩ଟି ବିୟୁଟି ମାକ୍ସ

ଖରାଦିନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ତ୍ୱଚା । ବ୍ରଣଠାରୁ ଆରମ୍ଭ କରି ସନବର୍ଣ୍ଣ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ କରିବା ପାଇଁ ସବୁ ସମୟରେ ସନସ୍କ୍ରୀନ୍ କ୍ରୀମ୍ ଲଗାଇବା ସମ୍ଭବ ନୁହେଁ । ଏହାଛଡ଼ା ଅଧିକ ପରିମାଣରେ ସନସ୍କ୍ରିନ୍ ଲଗାଇବା … Read More

‘ଲକ୍ଷ୍ମୀ’କୁ ଛାଡ଼ି ‘ସୂର୍ଯ୍ୟବଂଶୀ’ ବାଛିଲେ କାଟ୍ରିନା

‘ଭାରତ’ ପରେ ଆଜିକାଲି ବାର୍ବିଡଲ୍ କାଟ୍ରିନା ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ଏହାର ସୁଟିଂ ଆରମ୍ଭ ହେବ । ଇତିମଧ୍ୟରେ ଏବେ ଖବର ଆସିଛି ଯେ ‘ସୂର୍ଯ୍ୟବଂଶୀ’ ସହିତ ସାଉଥ୍ … Read More