କାରରେ ଶୋଇ ଶୋଇ ଆସିଲେ ହିନା ଖାନ୍

ଚଳିତବର୍ଷ ପ୍ରଥମ ଥର ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଟେଲି ଅଭିନେତ୍ରୀ ହିନା ଖାନ୍ । କାନ୍ସରେ ଲଗାତାର ୩-୪ ଦିନ ବିଜି ରହିବା ପରେ ହିନା ଏକଦମ୍ ଟାଏଡ୍ ହୋଇଯାଇଥିଲେ । ହିନାଙ୍କ … Read More

‘ସୁପର୍ -୩୦’: କିଛି ଜଣା କିଛି ଅଜଣା

ହ୍ରିତିକ୍ ରୋସନଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସୁପର୍-୩୦’ର ଘୋଷଣା ହେବା ପରଠାରୁ ଏ ସମ୍ପର୍କରେ କିଛି ନା କିଛି ଖବର ଲାଗିରହିଛି । ଏହି ଧାରାରେ ଏବେ ଫିଲ୍ମ ସମ୍ପର୍କିତ ଆଉ କିଛି ଖବର ଶୁଣିବାକୁ ମିଳିଛି । ଏହି … Read More

ଆରାଧ୍ୟାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍

ଆଜିକାଲି ସୋସିଆଲ୍ ମିଡିଆରେ ଷ୍ଟାର୍କିଡସଙ୍କ ଫଟୋ ଓ ଭିଡିଓ ଭାଇରାଲ୍ ହେବାର ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଛି । ଏବେ ଏହି ଧାରାରେ ବଚ୍ଚନ ପରିବାରର ଗେହ୍ଲୀ ଓ କ୍ୟୁଟ୍ ଆରାଧ୍ୟାଙ୍କ ଏକ ଡ୍ୟାନ୍ସ ଭିଡିଓ ଚହଳ ପକାଇଛି । … Read More

କାନ୍ସର ମତ୍ସକନ୍ୟା ଐଶ୍

୭୨ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ବର୍ଣ୍ଣାଡ୍ୟ ଉତ୍ସବର ଶୋଭାକୁ ଦ୍ୱିଗୁଣିତ କରିବା ପାଇଁ ପହଞ୍ଚି ଯାଇଛନ୍ତି ଅନନ୍ୟା ସୁନ୍ଦରୀ ଐଶ୍ । କସମେଟିକ୍ ଉତ୍ପାଦ ‘ଲରିୟଲ୍’ ପକ୍ଷରୁ ସେ ପ୍ରତିବର୍ଷ କାନ୍ସର ରେଡ୍ କାର୍ପେଟରେ ତାଙ୍କର ଜଲୱା ଦେଖାଇ ଆସୁଛନ୍ତି … Read More

ମଧୁଙ୍କ ଲେଉଟାଣୀ

ଆକ୍ସନ୍ ଷ୍ଟାର୍ ଅଜୟ ଦେବଗନଙ୍କ ଡେବ୍ୟୁ ଫିଲ୍ମ ‘ଫୁଲ୍ ଔର୍ କାଣ୍ଟେ’ର ନାୟିକା ମଧୁଙ୍କ ପ୍ରଶଂସକଙ୍କ ପାଇଁ ଏକ ଜବରଦସ୍ତ ଖବର ଆସିଛି । ଦୀର୍ଘ ୮ ବର୍ଷ ପରେ ମଧୁ ପୁଣିଥରେ ବଡ଼ ପରଦାକୁ ଫେରିବେ । ମଧୁଙ୍କ ଆଗାମୀ … Read More

ପୁରୁଷଙ୍କ ପାଇଁ ୩ଟି ବିୟୁଟି ମାସ୍କ

ବିୟୁଟି ଟିପ୍ସ କିମ୍ବା କୌଣସି ପ୍ରସାଧନ ସାମଗ୍ରୀର କଥା ଉଠିଲେ ସମସ୍ତଙ୍କ ମନରେ ପ୍ରଥମେ ମହିଳାମାନଙ୍କ କଥା ହିଁ ଆସେ । କାରଣ ସ୍କିନ୍ କେୟାର୍ କିମ୍ବା ବିୟୁଟି ମାସ୍କକୁ ପୁରୁଷମାନେ ସବୁବେଳେ ଅଣଦେଖା କରିଥାନ୍ତି । ପୁରୁଷମାନେ ନିଜ ସ୍କିନ୍ … Read More

ପେଟଚର୍ବି କମାଇବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ

ପେଟଚର୍ବି ଓ ମୋଟାପା ଦୁଇଟି ଅଲଗା ଜିନିଷ । ଅନେକ ବ୍ୟକ୍ତି ମୋଟା ନଥିଲେ ମଧ୍ୟ ପେଟ ପାଖ ଅଧିକ ମୋଟା ଦେଖାଯାଏ । ଏହା ଶରୀରର ଆକୃତିକୁ ଅସୁନ୍ଦର କରିଥାଏ । ଏହା ବ୍ୟତୀତ ପେଟରେ ଚର୍ବି ହେବା କାରଣରୁ … Read More

ଦୟାବେନଙ୍କ ବଦଭ୍ୟାସ

ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ରେ ଦୟାବେନ୍ ଓରଫ୍ ଦିଶା ଭକାନୀଙ୍କ ଅନୁପସ୍ଥିତି ଦର୍ଶକଙ୍କ ମନରେ ଖୁବ୍ କଷ୍ଟ ଆଣିଦେଇଛି । ଦିଶାଙ୍କ ଲେଉଟାଣୀକୁ ନେଇ ଇତିମଧ୍ୟରେ ଅନେକ ଚର୍ଚ୍ଚା । ନିକଟରେ ଦିଶା ଇନଷ୍ଟାଗ୍ରାମରେ ଦୟାବେନ୍ ଲୁକରେ ଏକ ଫଟୋ … Read More

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ପାଇଁ ବାହାରିଲେ ଐଶ୍

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ଦୀପିକା ଓ ପିସିଙ୍କ ଭଳି ନାମୀଦାମୀ ନାୟିକାଙ୍କ ରାଜକୀୟ ଜଲୱା ରେଡ୍ କାର୍ପେଟ୍ର ଶୋଭା ବଢ଼ାଉଥିଲେ ମଧ୍ୟ ସିନେପ୍ରେମୀ ଐଶ୍ଙ୍କ ଅପେକ୍ଷାରେ ଅଛନ୍ତି । ସତେ ଯେମିତି ଐଶ୍ଙ୍କ ବିନା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଅଧୁରା … Read More

‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ରେ ପରିଣୀତି

ହଲିଉଡ୍ ଫିଲ୍ମ ‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ର ବଲିଉଡ୍ ରିମେକ୍ ପାଇଁ ପରିଣୀତି ଚୋପ୍ରାଙ୍କୁ ସାଇନ୍ କରାଯାଇଛି । ଆଗାମୀ ଜୁଲାଇ ମାସରୁ ଏହାର ସୁଟିଂ ଆରମ୍ଭ ହେବ । କାହାଣୀ ସମ୍ପୂର୍ଣ୍ଣ ଭାବେ ଟ୍ରେନକୁ ନେଇ ରଚନା କରାଯାଇଛି … Read More