‘ଗୁମନାମୀ’ର ସୁଟିଂ ଆରମ୍ଭ

ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ଉପରେ ଆଧାରିତ ଫିଲ୍ମ ‘ଗୁମନାମୀ’ର ସୁଟିଂ ପଶ୍ଚିମବଙ୍ଗର ଆସନସୋଲଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ନ୍ୟାସନାଲ୍ ଆୱାର୍ଡ଼ ୱିନର୍ ଶ୍ରୀଜିତ୍ ମୁଖାର୍ଜି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଏହାର ମୁଖ୍ୟ ଭୂମିକାରେ ଆସିବେ ବଙ୍ଗାଳୀ … Read More

‘ଭାରତ’ର ପ୍ରମୋସନ୍ ପାଇଁ ପ୍ରସ୍ତୁତ ହେଲା ନୂଆ ଇମୋଜି

ଆଗାମୀ ଇଦ୍ ରେ ସଲ୍ଲୁ ଭାଇଜାନଙ୍କ ଫିଲ୍ମ ‘ଭାରତ’ ମୁକ୍ତିଲାଭ କରିବ । ଏଥିପାଇଁ ଏବେ ଜୋରଦାର୍ ପ୍ରମୋସନ୍ ଚାଲିଛି । ତେବେ ‘ଭାରତ’ର ପ୍ରମୋସନକୁ ଏକ ନିଆରା ଢଙ୍ଗରେ କରିବା ପାଇଁ ଫିଲ୍ମଟିମ୍ ଏବେ ଇମୋଜିର ସାହାରା ନେଇଛନ୍ତି । … Read More

ଖୁବ୍ ଶୀଘ୍ର ଆସୁଛି ‘ନାଗୀନ୍୪’, କିଏ ହେବ ନାଗୀନ୍

ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘ନାଗୀନ୍୩’ର ହ୍ୟାପି ଏଣ୍ଡିଙ୍ଗରେ ଦର୍ଶକ ବେଶ୍ ଖୁସି ଅଛନ୍ତି । ଏହି ଶୋ’ରେ ଶେଷ ଅଧ୍ୟାୟରେ ପୂର୍ବ ଦୁଇଟି ଶୋ’ର ତାରକାଙ୍କୁ ଦେଖିବାକୁ ମିଳିଥିଲା, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । କିନ୍ତୁ ଅନ୍ୟପକ୍ଷରେ … Read More

ବ୍ରଣ ଦୂର କରିବ ଜିରା ଚାହା, ଜାଣନ୍ତୁ ଆହୁରି କିଛି ଲାଭକାରୀ ଗୁଣ

ଆଜିର ଅବ୍ୟବସ୍ଥିତ ଜୀବନଶୈଳୀ ଓ ପରିବେଶ ପ୍ରଦୂଷଣ ପାଇଁ ବ୍ରଣ ସମସ୍ୟା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମିଳୁଥିବା ବିଭିନ୍ନ ପ୍ରକାର କ୍ରୀମ୍ ଓ ମେଡିସିନ୍ ବ୍ରଣ ସମସ୍ୟାକୁ ଦୂର କଲେ … Read More

ଖରାଦିନେ ଜ୍ୱର କଷ୍ଟରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସବୁ ହେଲଥ ଡ୍ରିଙ୍କ୍

ଖରାଦିନେ ପେଟ ଗରମ ଯୋଗୁଁ ଅଧିକ ଥଣ୍ଡା ଓ ଜ୍ୱର ହୋଇଥାଏ । ଜ୍ୱର କମିବା ପାଇଁ ମେଡିସିନ୍ ଖାଇବା ଦ୍ୱାରା ପେଟ ଆହୁରି ଗରମ ହୁଏ ଏବଂ ଏ ସମ୍ପର୍କିତ ଆହୁରି କିଛି ଛୋଟମୋଟ ରୋଗ ହୋଇଥାଏ । ତେବେ … Read More

କୁନି ଝିଅର ଯୋଗାସନ ଫଟୋ ସେୟାର୍ କଲେ ଫରାହ୍

ବି ଟାଉନର ସୁପ୍ରସିଦ୍ଧ କୋରିଓଗ୍ରାଫର୍ ଫରାହ୍ ଖାନ୍ ତାଙ୍କର ୧୧ ବର୍ଷର ଝିଅ ଦିଭା କୁନ୍ଦରଙ୍କ ଏକ ଯୋଗାସନ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । କ୍ୟାପସନରେ ଲେଖାଯାଇଛି – ଆଜ୍ କା ଯୋଗାସନ୍ ପୋଜ୍’ । ଦିଭା ଏକ କଠିନ … Read More

ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦିର ବକ୍ସ ଅଫିସ୍ ହାଲଚାଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ରିଲିଜ୍ ହେବାର ୪ଦିନ ମଧ୍ୟରେ ବକ୍ସ ଅଫିସରେ ଆଖିଦୃଶୀୟା ବ୍ୟବସାୟ କରିଆସୁଛି । ଓପନିଙ୍ଗ୍ ଡେ’ ଏହା ମାତ୍ର ୨.୮୮ କୋଟି ଟଙ୍କାର ବ୍ୟବସାୟ କରିଥିଲା । କିନ୍ତୁ ଧୀରେ ଧୀରେ ଏହାର ବ୍ୟବସାୟରେ ଉନ୍ନତି … Read More

ଅଜୟଙ୍କ ପିତା ଭିରୁ ଦେବଗନ୍ ଆଉ ନାହାନ୍ତି

ଅଜୟ ଦେବଗନଙ୍କ ବାପା ଭିରୁ ଦେବଗନ୍ ଆଉ ନାହାନ୍ତି । ବଲିଉଡରେ ଷ୍ଟଣ୍ଟମ୍ୟାନ୍ ବୋଲାଉଥିବା ଭିରୁ ଦେବଗନ୍ ପ୍ରାୟ ୮୦ରୁ ଊଦ୍ଧ୍ୱର୍ ଫିଲ୍ମରେ ଆକ୍ସନ୍ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ବଲିଉଡ୍ ସ୍ତବ୍ଧ ହୋଇପଡ଼ିଛି … Read More

ଏଥେନାଙ୍କ ବାର୍ଥ ଡେ’ ପାର୍ଟି ଆରେଞ୍ଜ୍ କଲେ ସୁହାନା ଖାନ୍

ନିକଟରେ ବଲିଉଡ୍ ବାଦଶାହ ଶାହରୁଖଙ୍କ ଅଲିଅଳୀ ଝିଅ ସୁହାନା ଖାନ୍ ତାଙ୍କର ଜଣେ ଖାସ୍ ଦୋସ୍ତ୍ ଏଥେନାଙ୍କ ବାର୍ଥ ଡେ’ ପାର୍ଟିର ଆରେଞ୍ଜମେଣ୍ଟ୍ କରି ଚର୍ଚ୍ଚାରେ ଅଛନ୍ତି । ଏହି ବାର୍ଥ ଡେ’ ପାର୍ଟିର କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ … Read More

ବାସ୍ତୁ ଟିପ୍ସ: ସ୍ନାନ ପରେ କରନ୍ତୁ ଏହି କାମ, ଦୂର ହେବ ନକାରାତ୍ମକ ଶକ୍ତି

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବାକୁ ଚାହୁଁଥିଲେ ପ୍ରତିଦିନ କେବଳ ଗୋଟିଏ କାମ କରିଦିଅନ୍ତୁ । ପ୍ରତିଦିନ ସ୍ନାନ ପରେ ସଙ୍ଗେ ସଙ୍ଗେ ପ୍ରଥମେ ଘରର ମୁଖ୍ୟ ଦ୍ୱାରରେ ଥିବା ପାଣି କଳସୀର … Read More