ଅନେକ ରୋମାଞ୍ଚ ଓ ଟୁଇଷ୍ଟ୍ ନେଇ ଆସୁଛି ‘ନାଗୀନ୍ ୪’, ଜାଣନ୍ତୁ କାହାଣୀ
ଲୋକପ୍ରିୟ ଶୋ’ ‘ନାଗୀନ୍୩’ ଶେଷ ହେବା ପରେ ଖୁବ୍ ଶୀଘ୍ର ‘ନାଗୀନ୍୪’ ଆସିବ ବୋଲି ଖୁସି ଖବର ମିଳିଥିଲା । ଏବେ ‘ନାଗୀନ୍୪’ର କାହାଣୀ ସମ୍ପର୍କରେ ଆଗୁଆ ସୂଚନା ମିଳିଯାଇଥିବାରୁ ସେହି ଖୁସି ଦିଗୁଣା ହୋଇଉଠିଛି । ଦର୍ଶକ ପୁଣିଥରେ ସେହି … Read More











