୫୦୦କୋଟି ବଜେଟରେ ପ୍ରସ୍ତୁତ ହେବ ରାମାୟଣ, ୩ ଭାଗରେ ପରଦା ଉପରକୁ ଆସିବ ଫିଲ୍ମ
ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ପୌରାଣିକ ଧାରାବାହିକ ‘ରାମାୟଣ’ ଟେଲି ଶୋ’ର ମାଇଲଷ୍ଟୋନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଛୋଟ ପରଦାର ଏହି ପ୍ରିୟ ଶୋ’ ଏବେ ବଡ଼ ପରଦାର ଇତିହାସରେ ସାମିଲ୍ ହେବାକୁ ଯାଉଛି । ‘ଦଙ୍ଗଲ’ର ନିର୍ଦ୍ଦେଶକ ନିତେଶ … Read More











