ସମୀରାଙ୍କ କୋଳକୁ ଆସିଲେ ନହ୍ନିପରୀ

ବଲିଉଡରୁ ନିଜକୁ ଦୂରେଇ ଦେଇଥିଲେ ମଧ୍ୟ ସମୀରାଙ୍କ ପ୍ରଶଂସକଙ୍କ ସଂଖ୍ୟା ଆଦୌ କମିନାହିଁ । ସୋସିଆଲ୍ ମିଡିଆରେ ସମୀରା ଖୁବ୍ ସକ୍ରିୟ । ନିକଟରେ ସମୀରା ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି । ଶୁକ୍ରବାର ଦିନ ସକାଳେ ସମୀରା ଦ୍ୱିତୀୟ ଥର … Read More

ଦ୍ୱିତୀୟ ବିବାହ କଲେ ପୂଜା ବାତ୍ରା

ଅନିଲ କପୁରଙ୍କ ଅଭିନୀତ ‘ବିରାସତ୍’ର ନାୟିକା ପୂଜା ବାତ୍ରାଙ୍କୁ କେବେ ମଧ୍ୟ ସିନେପ୍ରେମୀ ଭୁଲିପାରିବେ ନାହିଁ । ଅଭିନୟ ଜଗତରୁ ବିଦାୟ ନେଇଥିଲେ ମଧ୍ୟ ସୋସିଆଲ୍ ମିଡିଆ ମାଧ୍ୟମରେ ତାଙ୍କର ଖବର ପ୍ରଶଂସକଙ୍କ ପାଖରେ ପହଞ୍ଚିପାରୁଛି । ଏହି ଧାରାରେ ଏବେ … Read More

ଗାଭାସ୍କରଙ୍କ ଭଳି ବ୍ୟାଟ୍ ଧରିବା ଷ୍ଟାଇଲକୁ ନକଲ କରିବା ପାଇଁ ତାହିରଙ୍କୁ ଲାଗିଥିଲା ୬ ମାସ, ଫାଷ୍ଟଲୁକ୍ ରିଲିଜ୍

ଭାରତର ପ୍ରଥମ ବିଶ୍ୱକପ୍ ବିଜୟର କାହାଣୀ ନେଇ ଆସୁଛି ‘୮୩’ । ଏହାର ମୁଖ୍ୟ ଚରିତ୍ର କପିଲ ଦେବଙ୍କ ଭୂମିକାରେ ଥିବା ରଣବୀର୍ ସିଂଙ୍କ ଫାଷ୍ଟଲୁକ୍ କିଛିଦିନ ତଳେ ରିଲିଜ୍ ହୋଇଥିଲା । ଅବିକଳ କପିଳଙ୍କ ଭଳି ଦିଶୁଥିବା ରଣବୀରଙ୍କ ସେହି … Read More

ସୋନି ଏଣ୍ଟରଟେନମେଣ୍ଟର ନୂଆ ଶୋ’ ‘ଇସାରୋଁ ଇସାରୋଁ ମେ’

ଆସନ୍ତା ୧୫ ତାରିଖରୁ ସୋନି ଚ୍ୟାନେଲ ଦର୍ଶକଙ୍କ ପାଇଁ ନେଇଆସୁଛି ଏକ ନିଆରା ପ୍ରେମ କାହାଣୀ ‘ଇସାରୋଁ ଇସାରୋଁ ମେ’ । ଏହାର ନାୟକ ଯୋଗୀ କିଛି କହି ପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହିଁ । ଅର୍ଥାତ୍ କାହାଣୀର ନାୟକ … Read More

‘ଧୁମ୍ ୪’ କିମ୍ବା ‘ପୃଥ୍ୱୀରାଜ୍ ଚୌହାନ୍’ରେ ନଜର ଆସିପାରନ୍ତି ବିଗ୍ ବି

ୟଶରାଜ୍ ବ୍ୟାନର୍ ସହିତ ବିଗ୍ ବିଙ୍କ ସମ୍ପର୍କ ବହୁତ ପୁରୁଣା । ‘ଦିୱାର୍’, ‘କଭି କଭି’, ‘ତ୍ରୀଶୂଲ୍’, ‘କାଲା ପଥର୍’, ‘ସିଲସିଲା’ ଓ ‘ମୋହାବତେଁ’ ଭଳି ଆହୁରି ଅନେକ ସୁପରହିଟ୍ ଫିଲ୍ମର ମହାନାୟକ ବିଗ୍ ବି ପୁଣିଥରେ ୟଶରାଜ୍ ବ୍ୟାନରର ଆଗାମୀ … Read More

ହେଲଥ୍ ଟିପ୍ସ୍ : ଭୋକ ଓ ହଜମ ସମସ୍ୟା ଦୂର କରିବ ମିଠା

ଭୋକ ହେଉ ନାହିଁ କିମ୍ବା ହଜମ ସମସ୍ୟାର ସମାଧାନ ପାଇଁ କେବଳ ଗୋଟିଏ ସରଳ ଉପାୟ ଆପଣାନ୍ତୁ । ଖାଇବା ପୂର୍ବରୁ ଆପଣ କିଛି ମିଠା ଜିନିଷ ଖାଆନ୍ତୁ । ଏମିତି ବି କହିପାରିବେ ଯେ ଲଂଚ ଓ ଡିନର୍ ମିଠା … Read More

ବାସ୍ତୁ: ବେଡରୁମରେ ରଖନ୍ତୁ ନାହିଁ ଫ୍ଲାୱାର୍ ପଟ୍ ଓ ଆକ୍ୱୋରିୟମ୍

ବାସ୍ତୁଶାସ୍ତ୍ରରେ ଏଭଳି କିଛି ଛୋଟ ଛୋଟ ନିୟମ ରହିଛି ଯାହା ଆପଣଙ୍କ ବୈବାହିକ ଜୀବନରେ ଅନେକ ଖୁସି ନେଇଆସିବ । ବାସ୍ତୁଶାସ୍ତ୍ରକାରମାନଙ୍କ ମତରେ ବେଡରୁମରେ କେବେ ମଧ୍ୟ ଫ୍ଲାୱାର୍ ପଟ୍ କିମ୍ବା ଆକ୍ୱୋରିୟମ୍ ରହିବା ଉଚିତ୍ ନୁହେଁ । ଏହା ଫଳରେ … Read More

ପିସିଙ୍କ ବାର୍ଥ ଡେ’ ପାଇଁ ପୂର୍ବ ପ୍ରସ୍ତୁତି କରୁଛନ୍ତି ମଧୁ ଚୋପ୍ରା

ଗ୍ଲୋବାଲ୍ ତାରକା ପିସିଙ୍କ ଜନ୍ମଦିନ ଆସନ୍ତା ୧୮ ତାରିଖରେ ହେବ । କିନ୍ତୁ ଏକ ସପ୍ତାହ ପୂର୍ବରୁ ପିସିଙ୍କ ମା’ ମଧୁ ଚୋପ୍ରା ଏହାର ପୂର୍ବପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପିସିଙ୍କ ଜନ୍ମଦିନ ଏଥର ଖୁବ୍ ଧୁମଧାମରେ ପାଳିନ କରାଯିବ । … Read More

ପୁଣି ଶୁଣିବାକୁ ମିଳିବ ‘ମେ ତୋ ରସ୍ତେ ସେ ଯା ରାହା ଥା…’

୮୦-୯୦ ଦଶକର ସୁପରହିଟ୍ ଗୀତଗୁଡ଼ିକର ରିମିକ୍ସ ଆଜିର ଯୁବପିଢିଙ୍କ ପ୍ରଥମ ପସନ୍ଦ ସାଜିଛି । ଅନେକ ସମୟରେ ଫିଲ୍ମର ବ୍ୟବସାୟ ବୃଦ୍ଧି ଦିଗରେ ଏଭଳି ଗୀତର ବିଶେଷ ଅବଦାନ ରହୁଛି । ତେଣୁ ଫିଲ୍ମ ନିର୍ମାତା ଏହି ସୁଯୋଗକୁ ଜମାରୁ ହାତଛଡ଼ା … Read More

ରୋଷେଇ – ସୁଜି ପରଟା

ଆବଶ୍ୟକୀୟ ଜିନିଷ – ୧ କପ୍ ସୁଜି, ୨ ଚାମଚ ରିଫାଇନ୍ ତେଲ, ୧/୨ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ହଳଦୀ ଗୁଣ୍ଡ, ପିଆଜ କଟା ୧ କପ୍, ଗୋଟିଏ କଂଚା ଲଙ୍କା, ୧ ଚାମଚ ଧନିଆ ପାଉଡର୍, ୧/୨ … Read More