ବର୍ଷାଦିନରେ ଶିଶୁମାନଙ୍କ ହଜମ ସମସ୍ୟାକୁ ଦୂର କରିବା ପାଇଁ ଘରୋଇ ଉପାୟ
ସାଧାରଣତଃ ବର୍ଷାଦିନରେ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ପେଟରୋଗ ଦେଖାଦେଇଥାଏ । ହଜମ ସମସ୍ୟା ସହିତ ପେଟ ମାରିବା, ପେଟ ଦରଜ ଓ ବାନ୍ତି ସମସ୍ୟାରୁ ଦୂରେଇ ରହିବା ପାଇଁ କିଛି ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । ବର୍ଷାଦିନେ ଜଳବାୟୁ … Read More











