‘ଜିଫୋନି ଫିଲ୍ମ ଫେଷ୍ଟିଭାଲର ବେଷ୍ଟ୍ ଫିଲ୍ମ ‘ହିଚକି’
ଇଟାଲିରେ ଅନୁଷ୍ଠିତ ୪୯ ତମ ‘ଜିଫୋନି ଫିଲ୍ମ ଫେଷ୍ଟିଭାଲ୍’ରେ ରାଣୀ ମୁଖାର୍ଜିଙ୍କ ଅଭିନୀତ ‘ହିଚକି’କୁ ସର୍ବଶ୍ରେଷ୍ଠ ଫିଲ୍ମର ଆୱାର୍ଡ଼ ମିଳିଛି । ‘ଗ୍ରେଫନ୍’ ଆୱାର୍ଡ଼ରେ ସମ୍ମାନିତ ଏହି ଫିଲ୍ମରେ ରାଣୀ ଜଣେ ଟିଚର୍ ଭୂମିକାରେ ଥିଲେ । ‘ମର୍ଦ୍ଦାନୀ’ ପରେ ଅନେକ … Read More











