୫୭୦୦ ଫୁଟ୍ ଉଚ୍ଚରେ ପ୍ରସ୍ତୁତ ହେଲା କାରଗିଲର ସେଟ୍
ଜର୍ଜିଆଠାରେ କରଣ ଜୋହରଙ୍କ ଫିଲ୍ମ ‘କାରଗିଲ୍ ଗାର୍ଲ’ର ସୁଟିଂ ଜୋରସୋରରେ ଚାଲିଛି । କାରଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବ ମହିଳା ପାଏଲଟ୍ ଗୁଞ୍ଜନ ଶର୍ମାଙ୍କ ଜୀବନୀକୁ ନେଇ ଫିଲ୍ମର କାହାଣୀ ରଚିତ । ଏଥିରେ ଜାହ୍ନବୀ କପୁର୍ ମୁଖ୍ୟ ଭୂମିକାରେ ଥିବାବେଳେ … Read More











