ରୋଷେଇ – ମକା କବାବ୍

ଆବଶ୍ୟକୀୟ ଜିନିଷ – ୧୦୦ଗ୍ରାମ୍ ସିଝା ଆଳୁ, ୧୦୦ ଗ୍ରାମ୍ ପନିର୍, ୧ କପ୍ କଟା ପିଆଜ, ୧ କପ୍ ସିଝା ସୁଇଟ୍ କଣ୍ଣର୍୍, ୧୦୦ ଗ୍ରାମ୍ ରୋଷ୍ଟେଡ୍ ଚଣା ପାଉଡର୍, ୩ଟି କଞ୍ଚା ଲଙ୍କା, ଖଣ୍ଡେ କଟା ଅଦା, ଅଧା … Read More

ହେଲଥ୍ ଟିପ୍ସ: ଡାଇବେଟିସ୍ ଓ ହୃଦରୋଗୀଙ୍କ ପାଇଁ ଆବଶ୍ୟକ ଅଣ୍ଡା

ପ୍ରୋଟିନ୍ ଓ ଭିଟାମିନର ଗୋଟିଏ ବଡ଼ ସ୍ରୋତ ହେଉଛି ଅଣ୍ଡା । ୧୦୦ ଗ୍ରାମ୍ ଅଣ୍ଡାରେ ୧୨.୫୬ ଗ୍ରାମ୍ ପ୍ରୋଟିନ୍ ରହିଥାଏ, ଯାହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷକତତ୍ୱ ମିଳିଥାଏ । କେବଳ ଏତିକି ନୁହେଁ, ଅଣ୍ଡାରେ ଥିବା ଭିଟାମିନ୍ … Read More

କିଭଳି ଓ କେଉଁ ସମୟରେ ଖାଇବେ ସେଓ, ଜାଣିରଖନ୍ତୁ ସେଓ ସମ୍ପର୍କିତ କିଛି ତଥ୍ୟ

ସେଓ ସମସ୍ତଙ୍କର ପ୍ରିୟ । କ୍ୱଚିତ୍ ଏଭଳି କେହି ବ୍ୟକ୍ତି ଥିବେ, ଯାହାକୁ ସେଓ ପସନ୍ଦ ନଥିବ । ସବୁ ଫଳ ମଧ୍ୟରେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭପ୍ରଦ । ଏହା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର … Read More

‘ଆଇଫା’ ଆୱାର୍ଡ଼ ୨୦୧୯ର ବିଜେତା

ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଆକାଡମୀ ଆୱାର୍ଡ଼ (ଆଇଫା)ର ୨୦ତମ ସଂସ୍କରଣ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ବଲିଉଡ୍ ତାରକାଙ୍କ ଗହଣରେ ଏହି ବର୍ଣ୍ଣାଢ଼୍ୟ ଉତ୍ସବ ଆହୁରି ରଙ୍ଗବିରଙ୍ଗି ହୋଇ ଉଠିଥିଲା । ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରି … Read More

ରେକର୍ଡ଼ କଲା ‘ଲାଲ୍ ସିଂ ଚଡ୍ଡା’

ଅମୀର୍ ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ସୁଟିଂ ଆରମ୍ଭ ହେବା ପୂର୍ବରୁ ହିଁ ରେକର୍ଡ଼ କରିସାରିଲାଣି । ‘ଫରେଷ୍ଟ ଗମ୍ପ’ର ରିମେକ୍ ଭାବେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ରେକର୍ଡ଼ କରିବା ପଛରେ କାରଣ ହେଉଛି କାହାଣୀ ଅନୁଯାୟୀ … Read More

ଛୋଟ ପରଦାକୁ ଫେରିବେ କିଙ୍ଗ୍ ଖାନ୍

କିଙ୍ଗ୍ ଖାନଙ୍କୁ ପରଦା ଉପରେ ଦେଖିବା ପାଇଁ ତାଙ୍କ ପ୍ରଶଂସକଙ୍କୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ ଖୁବ୍ ଶୀଘ୍ର ଶାହରୁଖ୍ ଟେଲି ଶୋ’ ‘ଟେଡ୍ ଟକ୍ସ ଇଣ୍ଡିଆ ନେୟି ସୋଚ୍’ରେ ନଜର ଆସିବେ । … Read More

‘ଜୟ ଜୟ ଶିବଶଙ୍କର…’ର ରିମେକ୍, ହ୍ରିତିକି-ଟାଇଗର୍ ମଧ୍ୟରେ ହେବ ଡ୍ୟାନ୍ସ ୱାର୍

ହ୍ରିତିକ୍ ରୋସନ୍ ଓ ଟାଇଗର ସ୍ରଫଙ୍କ ଆଗାମୀ ଫିଲ୍ମ ‘ୱାର୍’ ପାଇଁ ସିନେପ୍ରେମୀଙ୍କ ଉତ୍ସାହ ଦିନକୁ ଦିନ ବଢ଼ିଚାଲିଛି । ଅକ୍ଟୋବର ୨ ତାରିଖରେ ଏହା ସିନେମାଘରକୁ ଆସିବ । ଫିଲ୍ମର ସୁଟିଂ ଆରମ୍ଭ ହେବା ପରଠାରୁ ଏହାର ବିପଦପୂର୍ଣ୍ଣ ଷ୍ଟଣ୍ଟ୍ … Read More

ରୋଷେଇ – ଭେଣ୍ଡି ଖଟା

ଆବଶ୍ୟକୀୟ ଜିନିଷ – ୮-୯ଟି ଭେଣ୍ଡି, ଗୋଟିଏ କଟା ଟମାଟ, ବେସର ବଟା (ସୋରିଷ, ଜିର. ଶୁଖିଲା ଲଙ୍କା ଓ ରସୁଣ କୋଲା) ୩ ବଡ଼ ଚାମଚ, ୧ କପ୍ ଚିନି, ୨ଟି ଶୁଖିଲା ଲଙ୍କା, ୨ଟି ଆମ୍ବୁଲ,୧ ଚାମଚ ପଞ୍ଚଫୁଟଣ, … Read More

ସକୁନ୍ତଳା ଦେବୀ ରୂପରେ ବିଦ୍ୟା, ଜାରି ହେଲା ଫାଷ୍ଟଲୁକ୍

‘ମିଶନ୍ ମଙ୍ଗଲ୍’ର ସଫଳତା ପରେ ବିଦ୍ୟା ବାଲାନ୍ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ସକୁନ୍ତଳା ଦେବୀ’ଙ୍କ ବାୟୋପିକ୍ ପାଇଁ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି । ହ୍ୟୁମାନ୍ କମ୍ପୁଟର୍ ଭାବେ ଗିନିଜ୍ ବୁକ୍ରେ ନାମ ଲିପିବଦ୍ଧ ହୋଇ ରହିଥିବା ସକୁନ୍ତଳା ଦେବୀଙ୍କ ଭୂମିକାରେ … Read More

ଆର୍ଥିକ ବୃଦ୍ଧି ସହିତ ସୁଖସମୃଦ୍ଧି ପାଇଁ ସନ୍ଧ୍ୟା ସମୟରେ କରନ୍ତୁ ଏହିସବୁ କାମ

ପ୍ରଦୋଷ କାଳ ବା ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଉଥିବାରୁ ଏହି ସମୟ କୌଣସି କାମ କରିବା ପାଇଁ ଶୁଭ ହୋଇନଥାଏ । ଏହା ବ୍ୟତୀତ ଏଭଳି କିଛି କାର୍ଯ୍ୟ ରହିଛି, ଯାହାକୁ ଏହି ସମୟରେ କରିବା ଦ୍ୱାରା ଘରେ ନକାରାତ୍ମକ … Read More