ରୋଷେଇ – କଖାରୁ ଚଟଣୀ

ଆବଶ୍ୟକୀୟ ଜିନିଷ – ୧୦୦ ଗ୍ରାମ୍ କଖାରୁ, ୧ ଚାମଚ ଗୁଡ଼, ଅଧା କପ୍ ତେନ୍ତୁଳି ରସ, ୧ ଚାମଚ ଭଜା ଜିରାଲଙ୍କା ଗୁଣ୍ଡ, ୧ ଚୁଟକି ହେଙ୍ଗୁ, ୧ ଚାମଚ ସୋରିଷ, ଗୋଟିଏ ଚାମଚ ହଳଦୀ, ଗୋଟିଏ ଶୁଖିଲା ଲଙ୍କା, … Read More

ବ୍ରେକଅପ୍ ପରେ ଡିପ୍ରେସନରେ କାର୍ତ୍ତିକ

ଅନସ୍କ୍ରୀନ୍ ଓ ଅଫସ୍କ୍ରୀନର ଫ୍ରେଶ୍ ଲଭବାର୍ଡ଼ କାର୍ତ୍ତିକ ଓ ସାରାଙ୍କ ବ୍ରେକଅପ୍ ଖବର ଏବେ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି । ଏହା କାନକୁ ବିଶ୍ୱାସ ହେଉନାହିଁ ବୋଲି ଏବେ ସିନେ ମହଲରେ ଚର୍ଚ୍ଚା ହେଉଛି । ସାରାଙ୍କ ଠାରୁ … Read More

ପୁଣିଥରେ ରିଲିଜ୍ ହେବ ‘ସାହୋ’

ଯେଉଁ ସିନେପ୍ରେମୀମାନେ ଶ୍ରଦ୍ଧା ଓ ପ୍ରଭାସଙ୍କ ଅଭିନୀତ ଆକ୍ସନ୍ ଭିତ୍ତିକ ଫିଲ୍ମ ‘ସାହୋ’ ଦେଖିପାରିନାହାନ୍ତି, ସେମାନେ ଆଦୌ ନିରାଶ ହୁଅନ୍ତୁ ନାହିଁ । କାରଣ ଏହି ଫିଲ୍ମ ପୁଣିଥରେ ରିଲିଜ୍ କରାଯିବ ବୋଲି ଖବର ଆସିଛି । ଏହା ଆମାଜନ୍ ପ୍ରାଇମ୍ … Read More

ଧନତେରାସରେ ଏହି ମନ୍ତ୍ର ସହିତ କରନ୍ତୁ କୁବେରଙ୍କ ପୂଜା, ରହିବ ନାହିଁ ଧନର ଅଭାବ

କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରୁ ଆରମ୍ଭ ହୋଇଥାଏ ଧନତେରାସ୍ । ତେଣୁ ଏହାକୁ ଧନ ତ୍ରୟୋଦଶୀ ମଧ୍ୟ କୁହାଯାଏ । ଧନତେରାସ୍ ଠାରୁ ଦୀପାବଳି ପର୍ଯ୍ୟନ୍ତ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । କିନ୍ତୁ ମା’ ଲକ୍ଷ୍ମୀଙ୍କ ସହିତ କୁବେର ଓ … Read More

୨ ମିନିଟରେ ଗ୍ଲାମରସ୍ ଲୁକ୍ ଚାହୁଁଥିଲେ ବିୟୁଟି ବକ୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ

ଏହି ଫେଷ୍ଟିଭ୍ ସିଜିନରେ ସମୟ ବାହାର କରି ପରଫେକ୍ଟ ମେକଅପ୍ ନେବା ଟିକେ କଷ୍ଟ । ଆଉଟଫିଟ୍ ସହିତ ପରଫେକ୍ଟ ମେକଅପ୍ ନହେଲେ ଏହା ଉତ୍ସବର ଖୁସିକୁ ଫିକା କରିଦେବ । ତେଣୁ କମ୍ ସମୟରେ ଯଦି ଆପଣ ଗ୍ଲାମରସ୍ ଲୁକ୍ … Read More

ରୋଷେଇ – ଚାଇନିଜ୍ ଷ୍ଟାଇଲ୍ କର୍ଣ୍ଣ୍ କର୍ଡ଼

ଆବଶ୍ୟକୀୟ ଜିନିଷ – ୪୦୦ ଗ୍ରାମ୍ ସୁଇଟ୍ କର୍ଣ୍ଣ୍, ୧/୨ ହ୍ୱାଇଟ୍ ପିପର୍ ପାଉଡର୍, ରିଫାଇଣ୍ଡ୍ ଅଏଲ୍, ୧ କପ୍ କର୍ଣ୍ଣ ଫ୍ଲୋର୍, ୧ ବିଡ଼ା ଗ୍ରୀନ୍ ପିଆଜ, ଅଧାକପ୍ ଦହି ଓ ସ୍ୱାଦ ଅନୁଯାୟୀ ଲୁଣ । ପ୍ରସ୍ତୁତି ପ୍ରଣାଳୀ … Read More

ଆଗାମୀ ଇଦରେ ଭାଇଜାନ୍ କହିବେ ‘ରାଧେ’, ଫାଷ୍ଟଲୁକ୍ ରିଲିଜ୍

ଦବଙ୍ଗ ଭାଇାଜାନଙ୍କ ‘ଦବଙ୍ଗ ୩’ର ରିଲିଜ୍ ଡେଟକୁ ଅପେକ୍ଷା କରି ବସିଥିବା ପ୍ରଶଂସକଙ୍କ ପାଇଁ ଆଉ ଏକ ଜବରଦସ୍ତ ଖୁସି ଖବର । ସଲ୍ଲୁ ଭାଇଜାନଙ୍କ ପକ୍ଷରୁ ଆଗାମୀ ଇଦ୍ ଉପହାର ଭାବେ ସିନେମାଘରକୁ ଆସିବ ‘ରାଧେ’ । ଏହାର ମୋସନ୍ … Read More

‘ହାଉସଫୁଲ୍ ୪’ ପାଇଁ ରେଲୱେ ବିଭାଗକୁ ମିଳିଲା ୫୩ କୋଟି

ଭାରତର କଳା ଓ ମନୋରଞ୍ଜନ କ୍ଷେତ୍ରର ପ୍ରଚାର ଓ ପ୍ରସାର କରିବା ପାଇଁ ଭାରତୀୟ ରେଲୱେ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପ୍ରମୋସନ୍ ଅନ୍ ହ୍ୱିଇଲସ’ ପ୍ରୋଜେକ୍ଟକୁ ବଲିଉଡ୍ ପକ୍ଷରୁ ବେଶ୍ ସ୍ୱାଗତ ଓ ସମର୍ଥନ କରାଯାଇଥିଲା । ଏହି ପ୍ରୋଜେକ୍ଟର ପ୍ରଥମ … Read More

‘ଡିଜାଇନ୍ ପର୍ସନ୍ ଅଫ୍ ଦ ଇୟର୍’: ଗୌରୀ ଖାନ୍

ପ୍ରଶଂସକ ମହଲରେ ବଲିଉଡ୍ କିଙ୍ଗ୍ ବୋଲାଉଥିବା ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍ ‘ଡିଜାଇନ୍ ପର୍ସନ୍ ଅଫ୍ ଦ ଇୟର୍’ଆୱାର୍ଡ଼ରେ ସମ୍ମାନିତ ହୋଇଛନ୍ତି । ବିଡବ୍ଲ୍ୟୁ ଫ୍ୟୁଚର୍ ଅଫ୍ ଡଜାଇନ୍ ଆଣ୍ଡ୍ ସମିଟ୍ ଆୱାର୍ଡ଼’ ପକ୍ଷରୁ ଗୌରୀଙ୍କୁ ଏଡି ସମ୍ମାନରେ ସମ୍ମାନିତ କରାଯାଇଥିଲା … Read More

ଅନେକ ରୋଗର ଗୋଟିଏ ସମାଧାନ- ଉଷୁମ ପାଣି

କମ୍ ପରିମାଣର ଔଷଧରେ ଯଦି ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ଚାହୁଁଥାନ୍ତି ତେବେ ପ୍ରତିଦିନ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ । ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଣି ପିଇବା ଦ୍ୱାରା ଅନେକ କିଛି ଛୋଟମୋଟ ରୋଗ ଦୂର ହୋଇଥାଏ … Read More