ରିଲିଜ୍ ହେବନି ‘ମୁନ୍ନାଭାଇ’ ଫ୍ରାଞ୍ଚାଇଜର ୩ୟ ସଂସ୍କରଣ
ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏବଂ ସଞ୍ଜୁବାବାଙ୍କ ଅଭିନୀତ ‘ମୁନ୍ନାଭାଇ ଏମବିବିଏସ୍’ ଓ ‘ଲଗେ ରହେ ମୁନ୍ନା ଭାଇ’ ଦେଖିବା ପରେ ସିନେପ୍ରେମୀ ଏହାର ୩ୟ ସଂସ୍କରଣ ପାଇଁ ଚାତକ ଭଳି ଅନେଇ ବସିଥିଲେ । କିନ୍ତୁ ଏବେ ସେମାନଙ୍କ ପାଇଁ ଏକ … Read More











