୧୦୦କୋଟି କ୍ଲବରେ ‘ହାଉସ୍ଫୁଲ୍୪’
ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଥିବା ‘ହାଉସଫୁଲ୍୪’ ମାତ୍ର ୪ ଦିନ ମଧ୍ୟରେ ୧୦୦କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ କରିସାରିଛି । ଓପନିଙ୍ଗ୍ ଡେ’ରେ ମାତ୍ର ୧୯ କୋଟି ଟଙ୍କାର ବକ୍ସ ଅଫିସ୍ କଲେକସନ୍ ହୋଇଥିବାରୁ ଏହାର ବ୍ୟବସାୟକୁ ନେଇ ଟ୍ରେଡ୍ ଆନାଲିଷ୍ଟମାନଙ୍କ … Read More











