ଆୟୁଷ୍ମାନଙ୍କ କ୍ୟାରିୟର୍ ମଧ୍ୟରେ ସବୁଠାରୁ ବଡ଼ ଓପନିଙ୍ଗ୍ ‘ବାଲା’, ଜାଣନ୍ତୁ ପ୍ରଥମ ଦିନର ବକ୍ସ ଅଫିସ୍ କଲେକସନ୍
ଆୟୁଷ୍ମାନ୍ ଖୁରାନା, ଭୂମି ପେଡନେକର୍ ଓ ୟାମୀ ଗୌତମଙ୍କ ଅଭିନୀତ ‘ବାଲା’ ଓପନିଙ୍ଗ୍ ଡେ’ରେ ଆଖିଦୃଶୀୟା ବ୍ୟବସାୟ କରି ଚର୍ଚ୍ଚାରେ ରହିଛି । ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଟ୍ୱିଟ୍ ଅନୁଯାୟୀ ଏହି ଫିଲ୍ମ ପ୍ରଥମ ଦିନରେ ୧୦.୧୫ କୋଟି ଟଙ୍କାର … Read More











