ଭୟଙ୍କର ଭୂସ୍ଖଳନ, ୨୨ ମୃତ

ନୂଆଦିଲ୍ଲୀ(ଓଟି): ପୂର୍ବ ତୁର୍କୀରେ ଘଟିଛି ଭୟଙ୍କର ଭୂସ୍ଖଳନ। ଏହି ଭୂମିକମ୍ପ ଫଳରେ ସମ୍ପୂର୍ଣ୍ଣ ଲାଜିକ୍ ପ୍ରୋଭିନ୍ସ ହୋହଲି ଯାଇଛି। ବଡ଼ବଡ଼ ଅଟ୍ଟାଳିକା ମାଟିରେ ମିଶିଯିବା ସହ ବ୍ୟାପକ ଧନଜୀବନ କ୍ଷତି ହୋଇଯାଇଛି। ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୨୨ଜଣଙ୍କ ମୃତ୍ୟୁ … Read More

ସ୍ଥାୟୀ ନୁହେଁ ମାନ୍ଦାବସ୍ଥା, ହଟିଯିବ

ନୂଆଦିଲ୍ଲୀ(ଓଟି): ଭାରତରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଅସ୍ଥାୟୀ । ଖୁବଶୀଘ୍ର ଆଗକୁ ଏଥିରେ ସୁଧାର ଆସିବା ଆଶା କରାଯାଉଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜେଭା ଏଭଳି ସୂଚନା ଦେଇଛନ୍ତି। ବିଶ୍ୱ ଆର୍ଥିକ ମଞ୍ଚ-୨୦୨୦କୁ ସମ୍ବୋଧିତ … Read More

ମାନ୍ଦାବସ୍ଥା ମାଡ଼: କମିବ ପ୍ରତ୍ୟକ୍ଷ ଟିକସ ଆଦାୟ

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିର ବିଭିନ୍ନ ଦିଗ ପ୍ରଭାବିତ ହୋଇଥିଲା ବେଳେ ୨୦୧୯-୨୦ ଆର୍ଥିକ ବର୍ଷର ବିଭିନ୍ନ ଦିଗର ଲକ୍ଷ୍ୟପୂରଣ କେନ୍ଦ୍ର ସରକାରଙ୍କ ପାଇଁ ଚାଲେଞ୍ଜ ହୋଇଛି । ଗୋଟିଏ ପକ୍ଷରେ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା … Read More

ଆସୁଛି ନୂଆ ଷ୍ଟକ୍, ପୁରୁଣାରେ ରିହାତି

ନୂଆଦିଲ୍ଲୀ(ଓଟି): ଆସୁଛି ଗ୍ରୀଷ୍ମ ଋତୁ। ଗ୍ରୀଷ୍ମରେ ଏୟାରକଣ୍ଡିସନର୍, ଫ୍ରିଜ୍ ଏବଂ ୱାସିଙ୍ଗମେସିନ୍ ଆଦିର ବହୁଳ ଚାହିଦା ଥିବାବେଳେ ପୁରୁଣା ଷ୍ଟକ୍ ସାରିବାକୁ ସବୁ କମ୍ପାନୀ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏହାକୁ ନେଇ ଭାରତରେ କାରବାର କରୁଥିବା ନାମୀଦାମୀ ଇଲେକ୍ଟ୍ରୋନିକ୍ କମ୍ପାନୀମାନଙ୍କ ପକ୍ଷରୁ … Read More

ଆଧାର-ପାନ୍ ଲିଙ୍କ୍ ନହେଲେ ଦରମାରୁ କଟିବ

ନୂଆଦିଲ୍ଲ(ଓଟି):  ଏଣିକି ଦରମାପ୍ରାପ୍ତ କର୍ମଚାରୀ ସତର୍କ ହେବା ଦରକାର। ନିୟମ ଅନୁସାରେ ଆଧାର ସହ ପାନ୍ ନମ୍ବର ସଂଯୋଗ କରିବା ନିହାତି ଆବଶ୍ୟକ। ନହେଲେ ଦରମାରୁ କଟିଯିବ ଟିକସ। କର୍ମଚାରୀମାନେ ସେମାନଙ୍କ ଆଧାର ଏବଂ ପାନ୍ ନମ୍ବର ସେମାନଙ୍କ ନିଯୁକ୍ତି ପ୍ରଦାନକାରୀ … Read More

ଓଲଟିପଡ଼ିଲା ଟ୍ରକ୍, ବସ୍: ୫ ଗୁରୁତର

ଭୁବନେଶ୍ଵର(ଓଟି): ଆଜି ଦୁଇଟି ସ୍ଥାନରେ ଗାଡ଼ି ଓଲଟି ପଡ଼ିଥିବାବେଳେ ଏଥିରେ ବ୍ୟାପକ କ୍ଷତି ଘଟିଛି। ସେହିପରି ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ନାସିକ୍‌ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍‌ ସମ୍ବଲପୁର ଜିଲ୍ଲା ବୁର୍ଲା ପିସି ବ୍ରିଜ … Read More

ସିଏମସିରେ ନେତାଙ୍କୁ ‘ନା’: ବିଭିନ୍ନ ମହଲରେ ସ୍ଵାଗତ

ଭୁବନେଶ୍ୱର(ଓଟି): ଏଣିକି କଲେଜ ପରିଚାଳନା କମିଟିରେ ରହିବେନି ନେତା-ମନ୍ତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେବାପରେ ବିଭିନ୍ନ ମହଲରେ ଏହାକୁ ସ୍ଵାଗତ କରାଯାଇଛି। ବହୁ ଅଭିଭାବକ କହିଛନ୍ତି ଯେ- ଏହାଦ୍ଵାରା ନିଶ୍ଚିତ ଭାବେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ। … Read More

ହୋଇପାରେ ବିଜେପି-ଏମଏନଏସ ମେଣ୍ଟ!

ମୁମ୍ବାଇ(ଓଟି): ସମ୍ପ୍ରତି ମହାରାଷ୍ଟ୍ରରେ ନୂଆ ସରକାର ଚାଲିଛି। ବହୁ ମହାନାଟକ ପରେ ନିକଟରେ ଉଦ୍ଧବ ଗଢ଼ିଛନ୍ତି ସରକାର। ବିଜେପିକୁ ସଂଖ୍ୟାର ଖେଳରେ ପଛରେ ପକାଇ ଶିବସେନା ଏକ ରେକର୍ଡ କରିଛି କହିଲେ ଅତ୍ୟୁକ୍ତି ହେବନି। ତେବେ କ୍ଷମତାର ଲୋଭ ଆଉ ପାରିବାରିକ … Read More

ମିରଟରେ ନିର୍ମାଣ ହେବ ସ୍ଵତନ୍ତ୍ର ଯୁଦ୍ଧ ସ୍ମାରକୀ

ନୂଆଦିଲ୍ଲୀ(ଓଟି): ବିଶ୍ଵସ୍ତ ପ୍ରାଣୀ କୁକୁର। ସର୍ବଦା ମଣିଷର ସହାୟତା କରିଆସୁଛି। ଏପରିକି ପୁଲିସ୍‌ ଓ ସେନାବଳକୁ ମଧ୍ୟ କୁକୁରମାନଙ୍କ ଅବଦାନ ଯଥେଷ୍ଟ। ଯୁଦ୍ଧକ୍ଷେତ୍ରରେ ବି ରହିଛି ଅନେକ ଭୂମିକା। ଆଉ ସେଭଳି ପ୍ରାଣୀ ଯୁଦ୍ଧରେ ପ୍ରାଣ ହରାଇଲେ ନିଶ୍ଚିତ ଦୁଃଖର ବିଷୟ। … Read More

୬୪୪ ଆତଙ୍କବାଦୀଙ୍କ ସଶସ୍ତ୍ର ଆତ୍ମସମର୍ପଣ

ଗୌହାଟି(ଓଟି): ଜଣେ କି ଦୁଇଜଣ ନୁହେଁ, ହିଂସା ପରିହର କରି ୬୪୪ଜଣ ଆତ୍ମସମର୍ପଣ କରିଛନ୍ତି। ଏଭଳି ଉଲ୍ଲେଖନୀୟ ଘଟଣା ଘଟିଛି ଆସାମରେ। ୮ଟି ବେଆଇନ ଘୋଷିତ ସଙ୍ଗଠନର ୬୪୪ ଜଣ ଆତଙ୍କବାଦୀ ଆଜି କେବଳ ଆତ୍ମସମର୍ପଣ କରିନାହାନ୍ତି ବରଂ ୧୭୭ଟି ଅସ୍ତ୍ରଶସ୍ତ୍ର … Read More