ଶିକ୍ଷା ପାଇଁ ୯୯,୩୦୦ କୋଟି
ନୂଆଦିଲ୍ଲୀ(ଓଟି): ବଜେଟରେ ଶିକ୍ଷାକୁ ଖୁବ୍ ଗୁରୁତ୍ଵ ଦିଆଯାଇଛି। ଏ କ୍ଷେତ୍ର ପାଇଁ ୯୯, ୩୦୦ କୋଟିର ବ୍ୟୟ ବରାଦ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ (ଏଫଡିଆଇ)କୁ ସରକାର ଅନୁମୋଦନ ଦେଇଛନ୍ତି। ସେହିପରି … Read More











