‘ବିଶ୍ଵ ପାଇଁ ବିପଦ- ଆତଙ୍କବାଦ’

ଅହମ୍ମଦାବାଦ (ଓଟି): ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବିପଦ। ସେ ବିରୋଧରେ ଲଢେ଼ଇ ଜାରି ରହିବ। ଦୁଇ ବନ୍ଧୁ ରାଷ୍ଟ୍ର ଭାରତ-ଆମେରିକା ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢେ଼ଇ କରିବେ। ଆତଙ୍କବାଦକୁ ଆଦୌ କ୍ଷମା କରାଯିବନି। ମୋଟେରା ଷ୍ଟାଡିୟମ୍‌ରେ ଉଦ୍‌ବୋଧନ ଦେବା … Read More

ଇଣ୍ଡିଆନ୍ ଆଇଡଲ୍ ସନ୍ନି ହିନ୍ଦୁସ୍ତାନୀ

ନୂଆଦିଲ୍ଲୀ (ଓଟି): ଇଣ୍ଡିଆନ ଆଇଡଲ୍ ସିଙ୍ଗିଙ୍ଗ୍ ରିୟଲିଟି ଶୋ’ ସିଜନ୍‌-୧୧ରେ ବାଜି ମାରିନେଇଛନ୍ତି ସନ୍ନି ହିନ୍ଦୁସ୍ତାନୀ। ସନ୍ନି ହୋଇଛନ୍ତି ଟାଇଟଲ ବିଜେତା। ସଂଗୀତର ମହାସଂଗ୍ରାମରେ ବିଜେତା ସନ୍ନିଙ୍କୁ ଆଇଡଲ୍-୧୧ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର … Read More

ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ୍

ଅହମ୍ମଦାବାଦ(ଓଟି): ଟ୍ରମ୍ପଙ୍କ ମୁହଁରେ ଅଜସ୍ର ପ୍ରଶଂସା। ଭାରତ ସମେତ ମୋଦୀଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ଟ୍ରମ୍ପ୍। ତେବେ ଖାଲି ସତେିକି ନୁହେଁ, ବଲିଉଡ୍‌ରୁ ଆରମ୍ଭ କରି ଭାଙ୍ଗରା ନୃତ୍ୟ, ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ଭଳି କ୍ରୀଡ଼ାବିତ୍‌ଙ୍କୁ ମଧ୍ୟ ଖୁବ୍‌ … Read More

ଶଙ୍ଖନାଦରେ ‘ଟ୍ରମ୍ପ୍’ଙ୍କୁ ସ୍ଵାଗତ-ଶୋଭାଯାତ୍ରା

ଅହମ୍ମଦାବାଦ(ଓଟି): ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟଙ୍କୁ ଭେଟିବାକୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସପରିବାର ଭାରତ ଗସ୍ତରେ ଆସିଥିବା ଟ୍ରମ୍ପ୍ ଏୟାରଫୋର୍ସ ୱାନ୍‌ ଯୋଗେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରେ ଓହ୍ଲାଇଥିଲେ। ସ୍ୱତନ୍ତ୍ର ବିମାନରୁ ପ୍ରଥମେ ଟ୍ରମ୍ପଙ୍କ … Read More

ଓଡ଼ିଶା ପାଇଁ ଆଶା ଦେଖାଇଲା ଟିସି ଗ୍ରୁପ୍

ନୂଆଦିଲ୍ଲୀ (ଓଟି): ଓଡ଼ିଶା ପାଇଁ ନୂଆ ଖବର। ତାମିଲନାଡୁ ସମେତ ଏଠାରେ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ପ୍ରତିଷ୍ଠା କରିବ ଦି ଚାଟର୍ଜୀ (ଟିସି) ଗ୍ରୁପ୍। ଏଥିପାଇଁ ଟିସି ଗ୍ରୁପ ଆନ୍ତର୍ଜାତିକସ୍ତରର ବ୍ୟବସାୟିକ ଗୋଷ୍ଠୀ ସହ ଆଲୋଚନା କରିଥିବା ସୂଚନା ମିଳିଛି। ଆସନ୍ତା ୬ … Read More

୧୦ ପ୍ରତିଶତ ମହଙ୍ଗା ହେବ ଟିଭି!

ନୂଆଦିଲ୍ଲୀ (ଓଟି): କରୋନା ଭାଇରସ୍‌ର ପ୍ରଭାବ କାରଣରୁ ଟେଲିଭିଜନ୍ ସେଟ୍ ଆସନ୍ତା ମାସରେ ୧୦% ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଓପନ୍ ସେଲ୍ ଟିଭି ପ୍ୟାନେଲ୍‌ର ଅଧିକାଂଶ ଯୋଗାଣ ଚୀନ୍‌ରୁ ହୋଇଥାଏ । ମାତ୍ର ସେଠାରେ କରୋନା … Read More

ଆକାଶରେ ଉଡୁଛନ୍ତି ଦୁଇ ପ୍ରମୁଖ ରାଷ୍ଟ୍ର ମୁଖିଆ!

ନୂଆଦିଲ୍ଲୀ(ଓଟି): ଆଜି ଆସୁଛନ୍ତି ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଫାଷ୍ଟ ଲେଡି ମିଲେନିଆ। ସେମାନଙ୍କୁ ସ୍ଵାଗତ କରିବା ପାଇଁ କର୍ଣ୍ଣାଟକରେ ଖ୍ୟାତନାମା ଗୁଡ଼ିକାରିଗର ଭିକେ ରାଓ ପ୍ରସ୍ତୁତ। ଉଡ଼ାଇଲେଣି ୧୫ ଫୁଟ ଲମ୍ବର ଗୁଡ଼ି। ସେହିପରି ଅମ୍ରିତସରରେ ଏକ … Read More

ପାଳ ଘର ନିଆଁ: ଆଲୋକ ବି ଆଖି ବୁଜିଲା

ଭୁବନେଶ୍ଵର (ଓଟି): ପିଲାଖେଳକୁ ଦୈବ ସହିଲା ନାହିଁ। ପାଳରେ ଘରକରି ଖେଳୁଥିଲେ ପିଲାମାନେ। ହଠାତ୍ ନିଆଁ ଲାଗିଯିବାରୁ ସମସ୍ତେ ପୋଡ଼ି ହୋଇଯାଇଥିଲେ। ପ୍ରଥମେ ପୋଲସରା ସିଏଚସି ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ୩ … Read More

ବର୍ତ୍ତିବାର ରାସ୍ତା ବନ୍ଦ! କାନ୍ଦୁଛନ୍ତି ଦୋଷୀ

ନୂଆଦିଲ୍ଲୀ(ଓଟି): ଆଇନଗତ ଦିଗର ପ୍ରାୟ ସମସ୍ତ ରାସ୍ତା ପରୀକ୍ଷା କରିନେଲେ। ଆବେଦନ ପରେ ଆବେଦନ କରି ଫାଶୀ ଦଣ୍ଡରୁ ମୁକୁଳିବାକୁ ପ୍ରୟାସ କଲେ। ତେବେ ଧୀରେଧୀରେ ସବୁ ଉପାୟ ସରିବାବେଳକୁ ପାଖେଇ ଆସୁଛି ଫାଶୀ ତାରିଖ। ଏଭଳି ପରିସ୍ଥିତିରେ ପରିବାର ଲୋକଙ୍କୁ … Read More

ସେନା ବିମାନ ଦୁର୍ଘଟଣାଗସ୍ତ

ନୂଆଦିଲ୍ଲୀ(ଓଟି): ଭାରତୀୟ ଜଳସେନାର ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଯାତ୍ରା କରୁଥିବା ୨ ଜଣ ପାଇଲଟ୍ ସୌଭାଗ୍ୟକ୍ରମେ ସୁରକ୍ଷିତ ଅଛନ୍ତି। ସୂଚନାଯୋଗ୍ୟ ଯେ,  ରବିବାର ପୂର୍ବାହ୍ଣ ସାଢ଼େ ୧୦ଟାରେ ବିମାନଟି କିଛି ବାଟ ଯିବା ପରେ ଗୋଆ ନିକଟରେ … Read More