ନବୀନଙ୍କ ପାଖେ ଭୋଜନ, ମଇଦାନରେ ଭାଷଣ
ଭୁବନେଶ୍ୱର (ଓଟି): ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ଭୁବନେଶ୍ଵରରେ ଅଛନ୍ତି। ଏହି ଦୁଇଦିନିଆ ଗସ୍ତ କାଳରେ ଅନେକ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆଜି ପ୍ରଥମେ ଲୋକସେବା ଭବନରେ ପୂର୍ବାଞ୍ଚଳ କାଉନସିଲ ବୈଠକରେ ଶ୍ରୀ ଶାହ … Read More











