ତାଲିବାନ ଦେବ କି ଶାନ୍ତି, ମହିଳାଙ୍କୁ ମିଳିବ କି ମୁକ୍ତି?
ନୂଆଦିଲ୍ଲୀ (ଓଟି): କାତାର ରାଜଧାନୀ ଦୋହାରେ ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଯାଇଛି। ଆମେରିକା ଓ ତା’ର ସହଯୋଗୀ ଦେଶଗୁଡ଼ିକର ସୈନିକମାନେ ଆଫଗାନିସ୍ତାନରୁ ପ୍ରତ୍ୟାହୃତ ହେବେ। ଚୁକ୍ତି ଅନୁସାରେ ଚରମପନ୍ଥୀମାନେ ନିଜ ଅଞ୍ଚଳକୁ ଅଲ୍-କାଏଦା ଅଥବା ଅନ୍ୟ … Read More











