ଶ୍ରୀମନ୍ଦିରରେ ପହିଲାରୁ ପ୍ଲାଷ୍ଟିକ୍ ବ୍ୟାନ

ପୁରୀ (ଓଟି): ଶ୍ରୀକ୍ଷେତ୍ର ଧାମରେ ଏଣିକି ଆଉ ହେବନି ପ୍ଲାଷ୍ଟିକ୍ ବ୍ୟବହାର । ଆସନ୍ତା ଏପ୍ରିଲ୍ ପହିଲାରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ହେବା … Read More

ରାଜଧାନୀରେ ଏଇ… ବର୍ଷା !

ଭୁବନେଶ୍ୱର (ଓଟି): ପାଗ ଥିଲା ମେଘୁଆ ମେଘୁଆ । ହଠାତ୍ ଘୋଟିଆସିଲା ବର୍ଷା । ତା ସହ ସଁ ସଁ ପବନ । ଚାହୁଁ ଚାହୁଁ ରାଜଧାନୀକୁ ପୂରା ଭିଜେଇ ଦେଲା । ବାହାରେ ଥିବା ଓ ରାସ୍ତାରେ ଯାଉଥିବା ଲୋକେ … Read More

କରୋନା ଆତଙ୍କ: ଭାରତରେ ୨୯ ଆକ୍ରାନ୍ତ

ନୂଆଦିଲ୍ଲୀ,ଭୁବନେଶ୍ୱର (ଓଟି): ଭାରତରେ ୨୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଛୁଇଁଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଟାଲି ପର୍ଯ୍ୟଟକ ବୋଲି ଜଣାପଡ଼ିଛି। … Read More

ବିଜୁବାବୁ: ଓଡ଼ିଆଙ୍କ ସ୍ପର୍ଦ୍ଧିତ ଉଚ୍ଚାରଣ

ଭୁବନେଶ୍ୱର (ଓଟି): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ପ୍ରିୟ ବିଜୁବାବୁ। ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ସେହି ନାମ। ଅଦ୍ୟମ ସାହସୀ ଓ ଦୂରଦ୍ରଷ୍ଟା ରାଜନେତା ବିଜୁବାବୁଙ୍କ ସ୍ୱତନ୍ତ୍ର ଅବଦାନ ଓ ନିଆରାପଣ ପାଇଁ ଓଡ଼ିଶାବାସୀଙ୍କ ସେ ସର୍ବକାଳୀନ ପ୍ରିୟ … Read More

ବର୍ଷିଲା, କରକା ମାଡ଼ରେ କଲା ଘାଇଲା

ବାଲେଶ୍ଵର (ଓଟି): ଅଦିନିଆ ବର୍ଷା ଆଉ ତାସହ ପ୍ରକୃତିର ତାଣ୍ଡପ ପୁଣି ଓଡ଼ିଶାରେ ସୃଷ୍ଟି ହୋଇଛି। ଏନେଇ ପାଣିପାଗ ବିଭାଗ ପୂର୍ବରୁ ଅନୁମାନ ମଧ୍ୟ କରିଥିଲା। ମଙ୍ଗଳବାରରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା … Read More

ଶାନ୍ତି ଚୁକ୍ତି: ତାଲିବାନ ଆକ୍ରମଣରେ ୫ ଟଳିପଡ଼ିଲେ

ନୂଆଦିଲ୍ଲୀ (ଓଟି): ଦୁର୍ଦ୍ଧଷ ତାଲିବାନ ଆତଙ୍କୀ ସଂଗଠନ ଆମେରିକା ସହ ଶାନ୍ତି ଚୁକ୍ତି କରିବାର ୩ଦିନ ବିତିଛି ମାତ୍ର। ଏହାରି ମଧ୍ୟରେ ଆଫଗାନ୍‌ ଅଶାନ୍ତ ହୋଇଉଠିଛି। ଆତଙ୍କୀଙ୍କ ଆକ୍ରମଣରେ ୫ଜଣ ପ୍ରାଣ ହରାଇଛନ୍ତି। ଫଳରେ ତାଲିବାନୀ ବଳଳିନଥିବା ଓ ପ୍ରକୃତ ଶାନ୍ତି … Read More

ଓଡ଼ିଶାରେ ହେବ ପ୍ରଥମ ଜୁଏଲାରୀ ଶୋ’

ଭୁବନେଶ୍ୱର (ଓଟି): ଭୁବନେଶ୍ୱରରେ ହେବ ଜୁଏଲାରୀ ଶୋ’। ଅର୍ଥାତ୍‌ ଭଳିକି ଭଳି ଅଳଙ୍କାର ପ୍ରଦର୍ଶନୀ ଦେଖିବାର ସୁଯୋଗ ପାଇବେ ଓଡ଼ିଶାବାସୀ। ଆସନ୍ତା ଏପ୍ରିଲ ୮ରୁ ୯ ଦୁଇଦିନିଆ ଏହି ପ୍ରଦର୍ଶନୀ ରାଜଧାନୀର ଏକ ପ୍ରମୁଖ ହୋଟେଲ୍‌ ପରିସରରେ ହେବା ବୋଲି ଜଣାପଡ଼ିଛି। … Read More

କମିବ ପିଏଫ୍ ସୁଧହାର!

ନୂଆଦିଲ୍ଲୀ (ଓଟି): ବେତନଭୋଗୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। କେନ୍ଦ୍ର ସରକାର ସେଭଳି ଏକ ଯୋଜନା ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ଆର୍ଥିକ ବର୍ଷ ୨୦୨୦ ପାଇଁ ପିଏଫ୍ ଉପରେ ସୁଧହାରରେ ହ୍ରାସ କରିବା … Read More

ଭାରତ-ଭୁଟାନ୍ ମଧ୍ୟରେ ଗଡ଼ିବ ରେଳ

ନୂଆଦିଲ୍ଲୀ (ଓଟି): ଭୁଟାନକୁ ଭାରତରୁ ଟ୍ରେନ୍‌ ଯାତ୍ରା ଖୁବ୍‌ଶୀଘ୍ର କରିହେବ। ଏନେଇ ଯୋଜନା ପ୍ରସ୍ତୁତ ହୋଇସାରିଛି। ପଡ଼ୋଶୀ ରାଷ୍ଟ୍ର ଭୁଟାନକୁ ରେଳ ସଂଯୋଗ କରିବା ନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି। ଉଭୟ ରାଷ୍ଟ୍ରର ସୀମାରେ ଥିବା … Read More

କରୋନା କାରଣରୁ ବିଶ୍ଵ ବିତ୍ତୀୟ ବଜାରରେ ଅସ୍ଥିରତା

ନୂଆଦିଲ୍ଲୀ (ଓଟି):  କୋଭିଡ୍‌-୧୯ ତଥା କରୋନା ଭାଇରସ୍‌ ସାରା ବିଶ୍ଵର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ଦୋହଲାଇ ଦେଇଛି। ବିଭିନ୍ନ ରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରୁଛି। ଶିଳ୍ପ- ବାଣିଜ୍ୟ ଆଦି ଅନେକ କ୍ଷେତ୍ର ସାଂଘାତିକ … Read More