କରୋନା ପାଇଁ ଆଜି ‘ସାର୍କ’ ଆଲୋଚନା
ନୂଆଦିଲ୍ଲୀ (ଓଟି): କରୋନା ମୁକାବିଲା ପାଇଁ ବିଶ୍ଵ ବ୍ୟାପୀ ଚିନ୍ତା ବଢ଼ି ଯାଇଛି। ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ ସାର୍କ ଦେଶଗୁଡ଼ିକୁ ମିଳିତ ଭାବେ ମୁକାବିଲା କରିବା ଲାଗି ନିବେଦନ କରିଥିଲେ। ସେହି ଅନୁସାରେ ବିଶ୍ଵ ମହାମାରୀ କୋବିଡ୍-୧୯ … Read More











