ଜନତା କର୍ଫ୍ୟୁ: ଜରୁରି କାମ ଥିଲେ ପୁଲିସ୍ ଦେବ ପାସ୍
ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ଜନତା କର୍ଫ୍ୟୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀଙ୍କ ନିବଦେନ କ୍ରମେ ସୁରକ୍ଷା ପାଇଁ ଜନତା ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ କର୍ଫ୍ୟୁ ପାଳନ କରାଯାଉଛି। … Read More











