#କୋଭିଡ୍୧୯: ବଢ଼ିପାରେ #ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ତଥା କୋଭିଡ୍‌-୧୯ ସମ୍ପ୍ରତି ଦେଶ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଧୀରେ ଧୀରେ ଏହା ଭାରତ ପାଇଁ ସମସ୍ୟା ବଢ଼ାଇବାରେ ଲାଗିଛି। ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଆବଶ୍ୟକ … Read More

#କୋଭିଡ୍-୧୯: ଶୁକ୍ରବାର ୧୫ ସଂକ୍ରମିତ ଚିହ୍ନଟ, ଓଡ଼ିଶାରେ ସଂଖ୍ୟା ୨୦କୁ ବୃଦ୍ଧି

ଭୁବନେଶ୍ଵର (ଓଟି): ମହାମାରୀ କରୋନା ଓଡ଼ିଶା ପାଇଁ ଆଜି ବଡ଼ ଆତଙ୍କ ଖେଳାଇବାରେ ଲାଗିଛି। ଦିନକରେ ୧୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ଫଳରେ ସାଧାରଣ ଜନତାଙ୍କଠୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଶୁକ୍ରବାର ପ୍ରଥମେ କଟକରେ ଜଣେ ସଂକ୍ରମିତ ଚିହ୍ନଟ … Read More

#କୋଭିଡ୍-୧୯: କେନ୍ଦ୍ର ଦେଲା ୧୧,୦୯୨ କୋଟି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ମୁକାବିଲା ପାଇଁ କେନ୍ଦ୍ର ଯୋଗାଇଛି ସହାୟତା। ଦେଇଛି ଆର୍ଥିକ ସହାୟତା। ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ମହାମାରୀ ଲଢ଼େଇ ପାଇଁ ସମସ୍ତ ରାଜ୍ୟ ବାବଦରେ ୧୧ହଜାର ୯୨କୋଟି ଟଙ୍କା ଅନୁମୋଦନ କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା … Read More

#କୋଭିଡ୍-୧୯: ବମିଖାଲ ଅଞ୍ଚଳ ସିଲ୍

ଭୁବନେଶ୍ଵର (ଓଟି): ମହାମାରୀ କରୋନା ଆତଙ୍କ ବଢ଼ିବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଚିନ୍ତା ବଢ଼ିଯାଇଛି। ଏହିକ୍ରମରେ ରାଜଧାନୀର ବମିଖାଲ ଅଞ୍ଚଳରେ ୩ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ … Read More

ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ‘ପେଟା’ ପୁରସ୍କାର

ଭୁବନେଶ୍ୱର (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରସ୍କାର ପ୍ରଦାନ କରିବ ପେଟା (PETA) ଇଣ୍ଡିଆ। ମହାମାରୀ କରୋନା ପାଇଁ ଦେଶ ଲକ୍‌ଡାଉନ୍‌ ରହିଥିବାବେଳେ ଖାଇବାକୁ ନପାଇ ରାସ୍ତାରେ ବୁଲୁଥିବା ବୁଲା କୁକୁର, ଗାଇ ଏବଂ ଅନ୍ୟ ପଶୁଙ୍କ ଖାଇବା ବ୍ୟବସ୍ଥା କରିଥିବାରୁ … Read More

#ଲକ୍‌ଡାଉନ୍‌ରେ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ପାଇଁ ସାରା ବିଶ୍ଵରେ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ କ୍ଷେତ୍ର ଗୁରୁତ୍ଵର ଭାବେ ପ୍ରଭାବିତ ହୋଇଛି। ଭାରତରେ ମଧ୍ୟ ବିଗିଡ଼ି ଯାଇଛି ପରିସ୍ଥିତି। ବାଣିଜ୍ୟ-ବ୍ୟବସାୟ ଆଦି ସାଂଘାତିକ ଭାବେ ଉତ୍ଥାନ ପତନ ଦେଇ ଗତି କରିବାରେ … Read More

ରାଜଧାନୀରୁ ପୁଣି ୩ #କୋଭିଡ୍-୧୯ ପଜିଟିଭ୍

ଭୁବନେଶ୍ୱର (ଓଟି): ରାଜଧାନୀ ଭୁବନେଶ୍ୱର ପାଇଁ ସମସ୍ୟା ବଢ଼ିଯାଇଛି। ବମିଖାଲ ଅଞ୍ଚଳରୁ ପୁଣି ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟି ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେବେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଗସ୍ତ ବିବରଣୀ ସମ୍ପର୍କରେ କିଛି ତଥ୍ୟ ମିଳିପାରିନି। … Read More

#ସଟ୍‌ଡାଉନ୍‌ରୁ ମିଳିବ ଅନେକ ଫାଇଦା

ଭୁବନେଶ୍ଵର(ଓଟି): ମହାମାରୀ କରୋନା ଆତଙ୍କରେ ସାରା ବିଶ୍ଵରେ ତ୍ରାହି ତ୍ରାହି ଡାକ ପଡ଼ିଛି। ଏଯାଏଁ ଠିକଣା ଭାବେ ବାହାରିନି କରୋନା ପାଇଁ ଔଷଧ। କେବଳ ସତର୍କତା, ସଚେତନତା ସହ ସୁରକ୍ଷା ପଦ୍ଧତି ଅବଲମ୍ବନ ହିଁ ଏଥିରୁ ଦୂରେଇ ରହିବାର ବାଟ। ସେହିପରି … Read More

#ସଟ୍‌ଡାଉନ୍‌: ରାଜଧାନୀ ପାର୍ଶ୍ଵ ଅଞ୍ଚଳରେ ମଧ୍ୟ କଟକଣା

ଭୁବନେଶ୍ୱର(ଓଟି): ମହାମାରୀ କରୋନା ପାଇଁ ରାଜଧାନୀ ଭୁବନେଶ୍ଵର ସମେତ କଟକ ଓ ଭଦ୍ରକକୁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ଘୋଣୋ କରାଯାଇଛି। ତେବେ କେବଳ ଭୁବନେଶ୍ଵର ସହର ନୁହେଁ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ମଧ୍ୟ କଟକଣା ଭିତରେ ରହିଛି। ସେସବୁ ଅଞ୍ଚଳର ଲୋକେ … Read More

ଡାକ୍ତର ଲଳିତ ବେହେରା ଆଶ୍ଵସ୍ତ

ଭୁବନେଶ୍ୱର(ଓଟି): ରାଜ୍ୟ ବିଧାନସଭାର ଡିସ୍‌ପେନସାରୀ ଡାକ୍ତର ଲଳିତ ବେହେରାଙ୍କୁ ମିଳିଛି ଆଶ୍ଵସ୍ତ। କରୋନା ଆକ୍ରାନ୍ତ ସଂକ୍ରାନ୍ତରେ ସରକାରଙ୍କୁ ତଥ୍ୟ ଲୁଚାଇବା ଅଭିଯୋଗରେ ତାଙ୍କ ଉପରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ। ତେବେ ତାଙ୍କ ଉପରୁ ନିଲମ୍ୱନ ଆଦେଶ ଉଠାଇଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଡାକ୍ତର … Read More