ଦୁଃଖ ଶୁଣିଲେ ହାଇକୋର୍ଟ: ଲୋକଙ୍କ ଉପରେ ବୋଝ ନହେବାକୁ ସରକାରଙ୍କୁ ପରାମର୍ଶ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): କରୋନା ମୁକାବିଲା ପାଇଁ ଯେଉଁ ନିୟମ ଲାଗୁ ହୋଇଛି, ତାହାଦ୍ଵାରା ଲୋକେ ଅତ୍ୟନ୍ତ କଷ୍ଟରେ ଅଛନ୍ତି। ତଥାପି ଆଇନକୁ ସମ୍ମାନ ଦେଉଛନ୍ତି। ହେଲେ ସରକାରଙ୍କ କିଛି ଏଜେନ୍ସୀ ଲୋକଙ୍କ ଉପରେ ଦିନକୁ ଦିନ ବୋଝ ଲଦି ଚାଲିଛନ୍ତି। ଯାହାଫଳରେ … Read More

ଓଡ଼ିଶାରେ ଅନ୍‌ଲାଇନ୍ ପାଠପଢ଼ା କେତେ ବାସ୍ତବ ?

ଭୁବନେଶ୍ୱର (ଓଟି) : କୋଭିଡ -୧୯ ଅପ୍ରତ୍ୟାଶିତ ଆଗମନରେ ଭାରତର ସମସ୍ତ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇଁ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯେଉଁ ଘୋଷଣା କରିଛନ୍ତି ତାହା … Read More

#କୋଭିଡ୍-୧୯ ଆତଙ୍କ: ‘ଭାରତ ବିରୋଧରେ ହୋଇଥିଲା ସାଂଘାତିକ ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ (ଓଟି): ଦିଲ୍ଲୀ-ନିଜାମୁଦ୍ଦିନ ଘଟଣା ସାରା ଦେଶ ପାଇଁ ସମସ୍ୟା ସୃଷ୍ଟି କରିଥିବା ସରକାରୀ ଭାବେ ଘୋଷଣା ହୋଇସାରିଛି। ମହାମାରୀ ଆତଙ୍କ ବେଳାରେ ଉକ୍ତ ଧାର୍ମିକ ସମାବେଶ ଦେଶ ପାଇଁ ସଂକ୍ରମଣର ସଂଖ୍ୟା ବୃଦ୍ଧି କରିଦେଇଛି। ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ … Read More

“ମନଇଚ୍ଛା ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା ଖାଆନ୍ତୁ ନାହିଁ”

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ କୌଣସି ଭ୍ୟାକସିନ୍ ଏପର୍ଯ୍ୟନ୍ତ ବାହାରିନି ନାହିଁ । ତେବେ ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ କରୋନା ଭାଇରସ୍‌ର ଗେମ୍ ଚେଞ୍ଜରଭାବେ ଉଭା ହୋଇଛି । ଏହି ମେଡିସିନ୍‌କୁ ଭାରତଠାରୁ ଆମେରିକା ମାଗିବା ପରେ ଏବେ … Read More

କୋଭିଡ-୧୯ ଜରୁରୀକାଳିନ ପ୍ୟାକେଜ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଜରୁରୀକାଳିନ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି … Read More

ମୁହଁରେ ମାସ୍କ ନଥିଲେ ଗଞ୍ଜାମରେ ଗ୍ରୋସରୀ ମନା

ଗଞ୍ଜାମ(ଓଟି): ମାସ୍କ ନଥିଲେ ଗ୍ରୋସରୀ କି ପନିପରିବା ମିଳିବନି । ଖାଲି ସେତିକି ନୁହେଁ ଏଣିକି ମାସ୍କ ପିନ୍ଧିନଥିଲେ ଦୋକାନୀ ଔଷଧ ବି ଦେବେନି । ଗଞ୍ଜାମ ଜିଲ୍ଲାପାଳ ଆଜି ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ରାଜ୍ୟରେ ଆଜିଠାରୁ ମାସ୍କ … Read More

ମାର୍ଚ୍ଚ ମାସରେ ଇନ୍ଧନ ବ୍ୟବହାର ୧୮% ହ୍ରାସ

ଭୁବନେଶ୍ଵର (ଓଟି): ଦେଶବ୍ୟାପୀ ଲକ୍‌ଡାଉନ୍‌ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଗମନାଗମ ସ୍ଥାଣୁ କରି ଦେଇଥିବାରୁ ମାର୍ଚ୍ଚ ମାସରେ ଭାରତର ଇନ୍ଧନ ବ୍ୟବହାର ୧୮% ହ୍ରାସ ପାଇଛି । ଏକ ଦଶନ୍ଧିରୁ ଅଧିକ ସମୟ ଅବଧିରେ ଏହା ହେଉଛି ଦେଶରେ ଇନ୍ଧନ ଚାହିଦାର … Read More

ପ୍ରଥମ #କୋଭିଡ୍‌-୧୯ ମୃତକଙ୍କ ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ଵର(ଓଟି): ରାଜ୍ୟରେ ପ୍ରଥମ ୭୦ ବର୍ଷୀୟ କରୋନା ରୋଗୀଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଭୟ ବଢ଼ି ଯାଇଛି। ମୃତ ବ୍ୟକ୍ତିଙ୍କ ଘର ଝାରପଡ଼ା ଅଞ୍ଚଳରେ ହୋଇଥିବାବେଳେ ସେ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହି ପରିପ୍ରେକ୍ଷୀରେ ବୁଧବାର ରାତିରେ ରାଜ୍ୟ … Read More

ନିଜାମୁଦ୍ଦିନ ଲିଙ୍କ୍: ୧୫ ଜଣଙ୍କ ରିପୋର୍ଟ ନେଗେଟିଭ୍

ଭୁବନେଶ୍ଵର (ଓଟି): ଦିଲ୍ଲୀ- ନିଜାମୁଦ୍ଦିନ୍‌ ଘଟଣା ଦେଶରେ କରୋନା ଭୟବହତାକୁ ବଢ଼ାଇ ଦେଇଥିବାବେଳେ ସାରାଦେଶରେ ଏନେଇ ତନାଘନା ଜାରି ରହିଛି। ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ନମୁନା ପରୀକ୍ଷଣ ସହ କ୍ଵାରେଣ୍ଟାଇନ୍‌ରେ ରହିବା ବ୍ୟବସ୍ଥା କରାଯାଉଛି। ଏହିକ୍ରମରେ ଓଡ଼ିଶା ପାଇଁ ଏକ ଆଶ୍ଵସ୍ତକର ଖବର … Read More

#କୋଭିଡ୍-୧୯: ଓଡ଼ିଆ ଡାକ୍ତରଙ୍କ ଲଣ୍ଡନରେ ମୃତ୍ୟୁ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନାରେ ଆଉଜଣେ ପ୍ରବାସୀ ଓଡ଼ିଆଙ୍କ ପ୍ରାଣ ଚାଲିଯାଇଛି। ଲଣ୍ଡନରେ ରହିଥିବା ୭୦ବର୍ଷ ବୟସ୍କ ଓଡ଼ିଆ ଡାକ୍ତର ରାଧାରମଣ ଶର୍ମା ପ୍ରାଣ ହରାଇଛନ୍ତି। ଲଣ୍ଡନ ଓଡ଼ିଆ ସୋସାଇଟିର ସଦସ୍ୟ ଥିଲେ ଡାକ୍ତର ଶର୍ମା। ଫଳରେ ବିଭିନ୍ନ ମହଲରେ ଗଭୀର ଶୋକ … Read More