ଜେଏନୟୁ ସଭାପତି ଆୟିଷି ଘୋଷଙ୍କ ଆହ୍ୱାନ –“ଆଶ୍ରୟ ପାଇଁ ଖୋଲା ରହିଛି ଜେଏନ୍‌ୟୁ ”

ଦେଶରେ ସାମାଜିକ ସଦ୍‌ଭାବ ରକ୍ଷା କରନ୍ତୁ, ରାଷ୍ଟ୍ର ପ୍ରାୟୋଜିତ ମୁସଲ୍‌ମାନ୍‌ ବିରୋଧୀ ହିଂସା ବିରୁଦ୍ଧରେ ଏକାଠି ହୁଅନ୍ତୁ !!  ଜେଏନୟୁ ଛାତ୍ର ସଂଘର ସଭାପତି ଆୟିଷି ଘୋଷ ଏହିପରି ଆହ୍ବାନ ଦେଇଛନ୍ତି।  ସେ କହିଛନ୍ତି ଯେ ମୁସଲମାନ ସାଥୀମାନେ ଚାହିଁଲେ ଜେଏନୟୁ … Read More

#ଲକ୍‌ଡାଉନ୍: ଅଟକିଲା ଅତରଙ୍ଗୀ ରେ…

ଭୁବନେଶ୍ଵର (ଓଟି): ମହାମାରୀ କରୋନା ଭୟ ସମଗ୍ର ଵିଶ୍ଵକୁ ଗ୍ରାସିଛି। ଆଥିର୍କ ସ୍ଥିତି ଭୁଶୁଡ଼ିବା ସହ ସବୁ କ୍ଷେତ୍ର ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ମନରୋରଞ୍ଜନ କ୍ଷେତ୍ର ମଧ୍ୟ ଗୁରୁତ୍ଵର ଭାବେ କ୍ଷତିର ସାମ୍ନା କରୁଛି। ହଲିଉଡ୍‌ଠାରୁ ଆରମ୍ଭ କରି ବଲିଉଡ୍‌ … Read More

ଶହଶହ ଓଡ଼ିଆ ଶ୍ରମିକ #ସୁରାଟରେ ଡହଳବିକଳ

ଭୁବନେଶ୍ଵର (ଓଟି): ଗୁଜରାଟର ସୁରାଟରେ ଓଡ଼ିଶାର ଶହଶହ ଶ୍ରମିକ ଫସି ଯାଇଛନ୍ତି। ପାଖରେ କିଛି ବି ପଇସା ନାହିଁ କି ଭୋକରେ ପେଟ ଜଳିଯାଉଥିବାବେଳେ ମିଳୁନି ମୁଠେ ଖାଦ୍ୟ। ଲକ୍‌ଡାଉନ୍‌ ପରଠାରୁ କାମ କରୁଥିବା କମ୍ପାନୀ ସେମାନଙ୍କ ଖାଇବା ପିଇବା ସବୁ … Read More

କରୋନା ପ୍ରଭାବ : ଚୀନରୁ ପୁଞ୍ଜି ପ୍ରତ୍ୟାହାର ଆରମ୍ଭ !

ଚୀନ୍ ଛାଡିବା ପାଇଁ ଜାପାନ କମ୍ପାନୀଗୁଡ଼ିକୁ ଦେବ 2.2 ବିଲିୟନ ଡ଼ଲାର୍ ଭୁବନେଶ୍ୱର,(ଓଟି): କରୋନା ଭାଇରସ ଦେଶବ୍ୟାପୀ ବ୍ୟାପିବା ପରେ ଚୀନ୍ ପାଇଁ ହେବାକୁ ଥିବା ଅନେକ ବିପଦ ମଧ୍ୟରୁ ପୁଞ୍ଜି ପ୍ରତ୍ୟାହାର ବିପଦ ପ୍ରଥମେ ଆରମ୍ଭ ହୋଇଛି | ଜାପାନର … Read More

ତବ୍‌ଲିଗ୍‌ କାଣ୍ଡ : ପଞ୍ଜାବ ମୁସଲିମ କୃଷକଙ୍କୁ ବୟକଟ୍‌

ଭୁବନେଶ୍ୱର,(ଓଟି): ପଞ୍ଜାବରେ ମୁଖ୍ୟତଃ ଦୁଗ୍ଧ ଚାଷରେ ଜଡ଼ିତ ଥିବା ମୁସଲିମ୍ ଗୁଜ୍ଜର ସମ୍ପ୍ରଦାୟ, କଟ୍ଟରପନ୍ଥୀ ମୁସଲିମ୍ ସଂଗଠନ ତବ୍‌ଲିଗ୍‌ ଜମାତଦ୍ୱାରା କରୋନା ବ୍ୟାପିବା ପାଇଁ କରାଯାଇଥିବା ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପଞ୍ଜାବର ଗୁଜ୍ଜର … Read More

#କୋଭିଡ୍-୧୯: ଓଡ଼ିଶାରେ ମୋଟ ସଂଖ୍ୟା ୫୦

ଭୁବନେଶ୍ୱର (ଓଟି): ମହାମାରୀ କରୋନାର କବଳରେ ଆକ୍ରାନ୍ତ ଓ ସୁସ୍ଥଙ୍କ ସଂଖ୍ୟା ବଢୁଛି ଆଉ କମୁଛି। ଶୁକ୍ରବାର ରାତି ସୁଦ୍ଧା ୧୦ ଜଣଙ୍କ ସୁସ୍ଥ ଖବର ଆସିବା ପରେ ପୂର୍ବର ୨ ଜଣଙ୍କୁ ମିଶାଇ ୧୨ ଜଣଙ୍କ ଆରୋଗ୍ୟ ଫଳରେ ଲୋକେ … Read More

#କରୋନାରେ ମୃତକ ପାଇଁ ରଶ୍ମୀ ଦେଶାଇଙ୍କ ଦୁଃଖ

ମୁମ୍ବାଇ (ଓଟି): ମହାମହାରୀ କରୋନାରେ ଜଣଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ ରଶ୍ମୀ ଦେଶାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏଭଳି ଦୁଃଖ ଆଉ କୌଣସି ପରିବାରକୁ ନଆସୁ ବୋଲି ପ୍ରାର୍ଥନା କରିଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତି … Read More

କିଏ ଏଇ ଜଲିମ୍ ମୁଖ୍ୟ, ତାଙ୍କୁ ନେଇ ଭାରତରେ ଏତେ ଚର୍ଚ୍ଚା କାହିଁକି?

ଭୁବନେଶ୍ୱର (ଓଟି) : ବିହାରରେ କରୋନା ଭାଇରସ୍‌ ବିସ୍ତାର କରିବାର ଷଡ଼ଯନ୍ତ୍ର ନେପାଳରେ ଚାଲିଛି । ଏହି ସୂଚନା ପାଇବା ପରେ ପଶ୍ଚିମ ଚମ୍ପାରନ୍ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ବେଟିଆ ଏବଂ ବାଗାହା ପୋଲିସ୍ ଅଧୀକ୍ଷକଙ୍କୁ ଚିଠି ଲେଖି ସଶସ୍ତ୍ର ସୀମା … Read More

ହ୍ୱାଇଟ୍ ହାଉସ୍ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ମୋଦୀ

ନୂଆଦିଲ୍ଲୀ (ଓଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ହ୍ୱାଇଟ୍ ହାଉସ୍‌ ଟ୍ୱିଟରରେ ଫଲୋ କରିଛି। ବିଶ୍ୱର ଏକମାତ୍ର ନେତା ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ହ୍ୱାଇଟ ହାଉସ୍‌ର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରିଛି । ଦୁଇଦିନ ପୂର୍ବରୁ କରୋନା ଭାଇରସ୍ ମୁକାବିଲା … Read More

#କୋଭିଡ୍-୧୯: ଆଣ୍ଡାମାନ-ନିକୋବରର ୧୦ ଜଣ ସୁସ୍ଥ

ନୂଆଦିଲ୍ଲୀ(ଓଟି): ନୂଆଦିଲ୍ଲୀର ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। ସେମାନେ ମାର୍ଚ୍ଚ ୨୪ରେ କୋଲକାତା ଦେଇ ଦିଲ୍ଲୀରୁ ବିମାନ ଯୋଗେ … Read More