#OdishaFightsCorona: ଆଗେଇ ଆସିଲେ ଶିଳ୍ପୀ ସୁଦର୍ଶନ
ଭୁବନେଶ୍ଵର (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଗେଇ ଆସିଛନ୍ତି। ଏଥିପାଇଁ ସେ ତାଙ୍କ ଦ୍ୱାରା ପ୍ରସ୍ତୁତ ୫ଟି ସ୍ୟାଣ୍ଡ ଆର୍ଟ କାନଭାସ ପେଣ୍ଟିଂକୁ ସେ ନିଲାମ କରିବାକୁ ଘୋଷଣା କରିଛନ୍ତି। ସେଥିରୁ ଲବ୍ଧ ଅର୍ଥ ପ୍ରଧାନମନ୍ତ୍ରୀ … Read More











