କେଉଁ ମାସରେ ଜନ୍ମ ହୋଇଥିବା ଝିଅ ଲକ୍ଷ୍ମୀବନ୍ତ, ଜାଣନ୍ତୁ

ସାଧାରଣତଃ ଝିଅ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି କୁହାଯାଏ । ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ଜାତକରେ ଥିବା ଅନେକ ଶୁଭ ଅଶୁଭ ଲକ୍ଷଣ ଜାଣିବା ପାଇଁ ପରିବାର ଆଗ୍ରହୀ ଥାନ୍ତି । ଜନ୍ମ ସମୟରେ ଅଶୁଭ ସମୟ ଥିଲେ ତାହାର ପ୍ରତିକାର ପାଇଁ ବିଭିନ୍ନ ଉପାୟ ଆପଣାଇବାକୁ ପଡ଼େ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜାତକରେ ବର୍ଷର ୧୨ ମାସ ମଧ୍ୟ ବିଭିନ୍ନ ପ୍ରଭାବ ପକାଇଥାଏ ।

କେଉଁ ମାସରେ ଜନ୍ମ ହେଲେ ବ୍ୟକ୍ତି କେଉଁ ସ୍ୱଭାବର ହୋଇଥାଏ, ତାହା ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ । ତେବେ ଜୁନ୍ ମାସରେ ଝିଅ ଜନ୍ମ ହେଲେ ଖୁବ୍ ଶୁଭ ବୋଲି ବିଚାର କରାଯାଏ ।

ଜୁନ୍ ମାସରେ ଜନ୍ମିତ ଝିଅ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନ୍ୟତା ରହିଛି । ସେ ଯେଉଁ ପରିବାରରେ ଜନ୍ମ ନେଇଥାଏ, ସେହି ପରିବାରର ଆର୍ଥିକ ସଙ୍କଟ ରହିନଥାଏ । ବାହାହେବା ପରେ ଶାଶୁଘରେ ସୁଖ ଭୋଗ କରିବା ସହିତ ଆର୍ଥିକ ଉନ୍ନତି ଆଣିଥାଏ । ଜୁନ୍ ମାସରେ ଜନ୍ମିତ ଝିଅମାନେ କୌଣସି ବ୍ୟବସାୟ ଓ ଚାକିରି କ୍ଷେତ୍ରରେ କେବେ ମଧ୍ୟ ବିଫଳ ହୋଇନଥାନ୍ତି । ସେମାନଙ୍କ ଜାତକରେ ଧନଯୋଗ ଅଧିକ ଥାଏ ।

ତୁଳସୀ ଗଛକୁ ରଖନ୍ତୁ ନାହିଁ ଏହି ଦିଗରେ, ଆସିପାରେ ଦୁର୍ଭାଗ୍ୟ 

ନିର୍ବନ୍ଧ କଲେ ଏମି

Leave a Reply

Your email address will not be published. Required fields are marked *