ବୃଷ ରାଶିର ବ୍ୟକ୍ତି ଏହି ୫ଟି ଜିନିଷ କାହାକୁ ଗିଫ୍ଟ କରନ୍ତୁ ନାହିଁ, ଆସିପାରେ ର୍ଦୁଭାଗ୍ୟ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବୃଷରାଶିର ବ୍ୟକ୍ତିଙ୍କୁ ୫ଟି ଜିନିଷ ଗିଫ୍ଟ କରିବା କିମ୍ବା ଦାନ ଦେବା କ୍ଷେତ୍ରରେ ବାରଣ କରାଯାଏ । ସେହି ୫ଟି ଜିନିଷ କାହାଠାରୁ ଆଣିବା ମଧ୍ୟ ଶୁଭ ନୁହେଁ । ଏଭଳି କରିବା ଦ୍ୱାରା ର୍ଦୁଭାଗ୍ୟ ଆପଣଙ୍କ ପିଛା ଛାଡ଼ିନଥାଏ ।

ସେହି ୫ଟି ଜିନିଷ ହେଉଛି –
୧- ସବୁ ଶୃଙ୍ଗାର ଜିନିଷ ଯଥା ପାଉଡର୍, ଲିପଷ୍ଟିକ୍, ଟିକିଲି, ସିନ୍ଦୁର, ଚୁଡ଼ି, ବିଭିନ୍ନ ପ୍ରକାର ଗହଣା, ଓ ବସ୍ତ୍ର ଆଦି କେବେ ମଧ୍ୟ କାହାକୁ ଗିଫ୍ଟ କରନ୍ତୁ ନାହିଁ କିମ୍ବା କାହାଠାରୁ ଆଣନ୍ତୁ ନାହିଁ ।
୨- ପଳ ରସ ବା ଫ୍ରୁଟ୍ ଜୁସ୍ କେବେ କାହାକୁ ଦିଅନ୍ତୁ ନାହିଁ ।
୩- ଧଳା ରଙ୍ଗର ଯେ କୌଣସି ବସ୍ତୁ, ଧଳା ଷ୍ଟୋନ୍ଯୁକ୍ତ କୌଣସି ଜିନିଷ ବା ପୋଷାକ ଗିଫ୍ଟ କରନ୍ତୁ ନାହିଁ ।
୪- ଦହିରେ ନିର୍ମିତ କୌଣସି ଖାଇବା ଜିନିଷ କାହାକୁ ଦିଅନ୍ତୁ ନାହିଁ ।
୫- ପରିବା ମଧ୍ୟରେ କାହାକୁ ଆଳୁ ଦାନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *