ଭାଲେଣ୍ଟାଇନ ସପ୍ତାହରେ ଆଲିଆ କହିଲେ ନିଜ ସିକ୍ରେଟ

ଏବେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆଙ୍କୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳିଛି । ଭାଲେଣ୍ଟାଇନ୍‍ ସପ୍ତାହରେ ଆଲିଆ ତାଙ୍କର ଏକ ସିକ୍ରେଟ୍‍ ସେୟାର କରିଛନ୍ତି । ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି ଯେ ସୁଟିଂ ସେଟ୍‍ରେ ରଣବୀରଙ୍କୁ ଦେଖି ସେ ହଠାତ୍‍ ଡାଇଲଗ୍‍ ଭୁଲି ଯାଇଥିଲେ ।

‘ବ୍ରହ୍ମାସ୍ତ୍ର’ର ସୁଟିଂ ବେଳେ ଏହି ଘଟଣା ଘଟିଥିଲା । ସୁଟିଂ ସେଟ୍‍ରେ ରଣବୀରଙ୍କ ଅଭିନୟ ଦକ୍ଷତା ଓ ପ୍ରଭାବଶାଳୀ ପ୍ରଦର୍ଶନ ଦେଖି କିଛି ସମୟ ପାଇଁ ସେ ସ୍ଥାଣୁ ହୋଇଯାଇଥିଲେ । କେବଳ ରଣବୀରଙ୍କୁ ହିଁ ଚାହିଁ ରହିଥିଲେ । କିଛି ସମୟ ପରେ ସେ ପୁଣି ସ୍ୱାଭାବିକ ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ଫିଲ୍ମ ଡାଇଲଗ୍‍ ଭୁଲି ଯାଇଥିଲେ ।

୭ ବର୍ଷରୁ ଆରମ୍ଭ କରିଥିଲେ ଅଭିନୟ, ଏବେ ଆଲିଆଙ୍କ ସମ୍ପତ୍ତି କେତେ ଜାଣନ୍ତୁ

ବିବାହ କରିବେ ରଣବୀର ଓ ଆଲିଆ

http://odishatime.com/allia-ranabir/

ଶାହରୁଖଙ୍କ ପାଇଁ ଆଲିଆଙ୍କ ପାଗଳାମୀ

http://odishatime.com/sahrukh-and-alia-bhatt/

Leave a Reply

Your email address will not be published.