ଆକାଶ ଅମ୍ବାନୀ- ଶ୍ଲୋକା ମେହେଟ୍ଟା ବାହାଘର ଫଟୋ: ଟୋନି ବ୍ଲେୟାରଙ୍କଠୁ ରତନ ଟାଟା ଓ ଆଲିଆ ଭଟ୍ଟ ଥିଲେ ବିଶେଷ ଅତିଥି
ଅମୀର ଖାନ୍ଙ୍କଠୁ ଆରମ୍ଭ କରି ରଣବୀର କପୁର, ଅମିତାଭ ବଚ୍ଚନ, ଜୟାବଚ୍ଚନ, ସିଦ୍ଧାର୍ଥ ମଲହୋତ୍ରା, କରନ୍, କରିସ୍ମା କରିନା, ଶାହାରୁଖ୍ ଖାନ୍, ଗୌରୀ ଖାନ୍, ରଜନୀକାନ୍ତ, ଅଭିଶେକ ବଚ୍ଚନ .. ତଥା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ଆଜି ଏକାଠି ହୋଇଥିଲେ ଅମ୍ବାନୀ ପରିବାରର ଏକ ବିଶେଷ ମୁହୂର୍ତ୍ତରେ।
ମୁମ୍ବାଇର ଜିଓ ଗାର୍ଡେନ୍ଠାରେ ଆୟୋଜିତ ସ୍ଵତନ୍ତ୍ର ପରିବେଶ ଭିତରେ ଏମାନେ ଆକାଶ ଅମ୍ବାନୀ ଓ ଶ୍ଲୋକା ମେହେଟ୍ଟାଙ୍କା ବାହାଘରରେ ନାଚିଥିଲେ, ଗାଇଥିଲେ ଆଉ ମର୍ଯ୍ୟାଦା ବଢ଼ାଇଥିଲେ।






ଖାଲି ସେତିକି ନୁହେଁ ଦେଶ ବିଦେଶର ବିଭିନ୍ନ ଅତିଥି ଏଥିରେ ଯୋଗ ଦେଇଥିଲେ। ନଜର ପକାଇ ଦିଅନ୍ତୁ କିଛି ବିଶେଷ ଫଟୋଗ୍ରାଫ୍ ଉପରେ




