୬୬ତମ ଜାତୀୟ ଚଳଚିତ୍ର ପୁରସ୍କାର ୨୦୧୮, ଶ୍ରେଷ୍ଠ ଚଳଚିତ୍ର ‘ଅନ୍ଧାଧୁନ୍’
୬୬ ତମ ଜାତୀୟ ଚଳଚିତ୍ର ପୁରସ୍କାର ୨୦୧୮ର ବିଜେତାମାନଙ୍କ ନାମ ତାଲିକା ପ୍ରକାଶ ପାଇଛି । ୨୦୧୮ରେ ରିଲିଜ୍ ହୋଇଥିବା ‘ଅନ୍ଧାଧୁନ୍’ ଶ୍ରେଷ୍ଠ ଫିଲ୍ମ ଏବଂ ଆୟୁଷ୍ମାନ୍ ଖୁରାନା ଓ ବିକି କୌଶଲ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି । ତେବେ ଆସନ୍ତୁ ଜାଣିନେବା ଅନ୍ୟ ସମସ୍ତ ବିଜେତାଙ୍କ ସମ୍ପର୍କରେ –
୧- ବେଷ୍ଟ୍ ଫିଲ୍ମ – ‘ଅନ୍ଧାଧୁନ୍’
୨- ବେଷ୍ଟ୍ ପପୁଲାର୍ ଫିଲ୍ମ – ‘ବଧାଇ ହୋ’
୩- ବେଷ୍ଟ୍ ଡାରେକ୍ଟର୍ – ଆଦିତ୍ୟ ଧର୍ (ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍)
୪- ବେଷ୍ଟ୍ ଆକ୍ଟର୍ – ଆୟୁଷ୍ମାନ୍ ଖୁରାନା (ଅନ୍ଧାଧୁନ୍) ଏବଂ ବିକି କୌଶଲ (ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍)
୫- ବେଷ୍ଟ୍ ସପୋର୍ଟିଙ୍ଗ୍ ଆକ୍ଟ୍ରିସ୍ – ସୁରେଖା ସିକ୍ରି (ବଧାଇ ହୋ)
ବେଷ୍ଟ୍ ସିଙ୍ଗର୍ – ଅରିଜିତ୍ ସିଂହ (ପଦ୍ମାବତ୍)
୬- ବେଷ୍ଟ୍ ମ୍ୟୁଜିକ୍ ଡାରେକ୍ଟର୍ – ସଞ୍ଜୟ ଲୀଲା ବନସାଲି (ପଦ୍ମାବତ୍)
ବେଷ୍ଟ୍ କୋରିଓଗ୍ରାଫି – ‘ପଦ୍ମାବତ୍’
୭- ବେଷ୍ଟ୍ ସୋସିଆଲ୍ ଫିଚର୍ ଫିଲ୍ମ – ପ୍ୟାଡମ୍ୟାନ୍
୮- ବେଷ୍ଟ୍ ସ୍କ୍ରୀନ୍ ପ୍ଲେ – (ଆଡପ୍ଟେଡ୍)- ଅନ୍ଧାଧୁନ୍
ହିନ୍ଦୀ ବ୍ୟତୀତ ବିଜେତା ତାଲିକାରେ ଥିବା ଅନ୍ୟ ଭାଷାଭିତ୍ତିକ ଫିଲ୍ମଗୁଡ଼ିକ ହେଉଛି –
୧- ବେଷ୍ଟ୍ ଫିଚର୍ ଫିଲ୍ମ – ହେଲ୍ଲୋରେ (ଗୁଜରାଟି)
୨- ବେଷ୍ଟ୍ ଅଭିନେତ୍ରୀ – କୀର୍ତ୍ତି ସୁରେଶ (ମହାନତୀ) -ତେଲୁଗୁ
୩- ବେଷ୍ଟ୍ ସପୋର୍ଟିଙ୍ଗ୍ ଆକ୍ଟର୍ – ସ୍ୱନନ୍ଦ କିରକିରେ (ଚୁମ୍ବକ୍) – ମରାଠୀ
୪- ବେଷ୍ଟ୍ ସିଙ୍ଗର (ଫିମେଲ୍) – ବିନ୍ଦୁ ମାଳିନୀ (ନôତଚରମୀ) – କନ୍ନଡ଼
୫- ବେଷ୍ଟ୍ ସିନେମାଟୋଗ୍ରାଫି – ଏମଜେ ରାଧାକ୍ରିଷ୍ଣନ୍ (ଓଲୁ) ମାଲାୟାଲାମ୍
୬- ବେଷ୍ଟ୍ ସ୍କ୍ରୀନ୍ ପ୍ଲେ – (ଅରିଜିନାଲ୍) – ଚି ଲା ସୋ’ (ତେଲୁଗୁ)
୭- ବେଷ୍ଟ୍ ଆକ୍ସନ୍ ଫିଲ୍ମ – କେଜିଏଫ୍
୮- ବେଷ୍ଟ୍ ନନ୍ ଫିଚର୍ ଫିଲ୍ମ – ସନ୍ ରାଇଜ୍ ଆଣ୍ଡ୍ ଅଫ୍ ଫ୍ରଗସ୍
୯- ବେଷ୍ଟ୍ ଆସାମୀ ଫିଚର୍ ଫିଲ୍ମ – ବୁଲବୁଲ୍ କ୍ୟାନ୍ ସିଙ୍ଗ୍
୧୦- ବେଷ୍ଟ୍ ବଙ୍ଗଳା ଫିଚର୍ ଫିଲ୍ମ – ଏକ୍ ଯେ ଛିଲୋ ରାଜା
୧୧- ବେଷ୍ଟ୍ ଗୁଜରାଟି ଫିଚର୍ ଫିଲ୍ମ – ରେଭା
୧୨- ବେଷ୍ଟ୍ କନ୍ନଡ଼ ଫିଚର୍ ଫିଲ୍ମ – ନଥିଚରମୀ
୧୩- ବେଷ୍ଟ୍ ମାଲାୟାଲାମ୍ ଫିଚର୍ ଫିଲ୍ମ – ସୁଡାନି ଫ୍ରମ୍ ନାଇଜେରିଆ
୧୪- ବେଷ୍ଟ୍ ତାମିଲ୍ ଫିଚର୍ ଫିଲ୍ମ – ବାରମ୍
୧୫- ବେଷ୍ଟ୍ ତେଲୁଗୁ ଫିଚର୍ ଫିଲ୍ମ – ମହାନତୀ
୧୬- ବେଷ୍ଟ୍ ଡାରେକ୍ଟର୍ (ନନ୍ଫିଚର୍ ଫିଲ୍ମ) – ଫେଲୁଦା: ୫୦ ଇୟର୍ସ ଅଫ୍ ରେ’ଜ୍ ଡିଟେକ୍ଟିଭ୍