ସୁନ୍ଦରଗଡ଼ରେ ୩ କରୋନା ପଜିଟିଭ୍‌, ସମୁଦାୟ୬

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ସୁନ୍ଦରଗଡ଼ ଜିଲ୍ଲାରୁ ପୁଣି ତିନିଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏହି ତିନିଜଣଙ୍କ ପୂର୍ବରୁ ଆଉ ତିନିଜଣ ରୋଗୀ ଚିହ୍ନଟ ହୋଇ ସୁସ୍ଥ ହୋଇଥିଲେ। ଫଳରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ରେ ରହିଛି।

ରବିବାର ସକାଳୁ ସ୍ଵାସ୍ଥ୍ୟ ବିଭାଗର ଏହି ଖବର ପରେ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି।  ଏବେ ରାଜ୍ଏୟରେଥିସହ  ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବଢ଼ିଛି। ଗତକାଲି ଯାଜପୁର ଜିଲ୍ଲାରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଥିଲା।

ଗତକାଲି ସୁନ୍ଦରଗଡ଼ରୁ ୩ ଜଣ ରୋଗୀ ସୁସ୍ଥ ହୋଇ ଫେରିଥିଲେ। ଏହାଦ୍ଵାରା ଜିଲ୍ଲା କରୋନା ମୁକ୍ତ ହେବ ବୋଲି ଏକ ସମ୍ଭାବନା ଜାତ ହୋଇଥିଲା। କିନ୍ତୁ ଏବେ ପୁଣି ପରିସ୍ଥିତି ବିଗିଡ଼ିଛି। ଏହି ରୋଗୀମାନେ କେଉଁଠାର, ଏମାନଙ୍କ ଅତୀତା ଗସ୍ତ ବିବରଣୀ କ’ଣ ରହିଛି ସେ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ।

 

ରାଜ୍ୟରେ କରୋନା ସ୍ଥିତି ସକାଳ୭ ଟା, ଏପ୍ରିଲ୍‌୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
ଖୋର୍ଦ୍ଧା ୪୬ ୨୨ ୨୩
ବାଲେଶ୍ଵର ୧୦ ୧୦
ଭଦ୍ରକ ୧୬ ୧୪
ଯାଜପୁର ୧୮ ୧୭
ସୁନ୍ଦରଗଡ଼
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ
ସମୁଦାୟ ୧୦୦ ୩୪ ୬୮

 

  • ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳର

 

Leave a Reply

Your email address will not be published.