ସେଲିବ୍ରିଟିଙ୍କ ଗହଣରେ ଗଣେଶ ଚତୁର୍ଥୀ ପାଳିଲେ ଅମ୍ବାନୀ ପରିବାର

ଭୁବନେଶ୍ଵର, (ଓଟି): ମୁମ୍ବାଇଠାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାର ବେଶ୍‌ ଜାକଜମକରେ ଗଣେଶ ପୂଜା ପାଳନ କରିଛନ୍ତି। ତାଙ୍କ ବାସଭବନ ଆଣତଟିଲିଆଠାରେ ଏହି ଉତ୍ସବ ପାଳନ ପାଇଁ ସ୍ଵତନ୍ତ୍ର ଆୟୋଜନ କରାଯାଇଥିଲା। ଫିଲ୍ମ ଓ ଖେଳ ସୁପରଷ୍ଟାରମାନେ ଏହି ଅବସାରରେ ଯୋଗ ଦେଇଥିଲେ। ମାଧୁରୀ ଦିକ୍ଷୀତଳ ରଣବୀର କପୁରଙ୍କ ସମେତ ସଚିନ ତେନ୍ଦୁଲକରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। 

ଅମ୍ବାନୀ ପରିବାର ସମସ୍ତ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ। 

Leave a Reply

Your email address will not be published.